ସେନା ଯବାନଙ୍କ ପାଇଁ ସ୍ଵତନ୍ତ୍ର ଜୋତା ପ୍ରସ୍ତୁତ କଲା ଆଇଆଇଟି ଇନ୍ଦୋର; ପ୍ରତି ପାଦରେ ହେବ ବିଦ୍ୟୁତ ଉତ୍ପନ୍ନ

ଇନ୍ଦୋର: ଅଭିନବ ପ୍ରଯୁକ୍ତିବିଦ୍ୟା ସହ ଭାରତୀୟ ସେନା ପାଇଁ ସ୍ୱତନ୍ତ୍ର ଜୋତା ପ୍ରସ୍ତୁତ କରିଛି ଆଇଆଇଟି ଇନ୍ଦୋର। ଏହି ଜୋତା ପିନ୍ଧି ଚାଲିବା ଦ୍ଵାରା ବିଦ୍ୟୁତ୍ ଉତ୍ପନ୍ନ ହେବାସହ ଯବାନମାନଙ୍କ ଲୋକେସନ୍ ମଧ୍ୟ ଜଣାପଡ଼ିବ। ଆଇଆଇଟି ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ, ଆଇଆଇଟି ଇନ୍ଦୋର ଡିଆରଡିଓକୁ ପ୍ରଥମ ପର୍ଯ୍ୟାୟରେ ଏହି ଜୋତାର ୧୦ ହଳ ହସ୍ତାନ୍ତର ମଧ୍ୟ କରିଛି। ସେ କହିଛନ୍ତି, ଆଇଆଇଟି ଇନ୍ଦୋରର ପ୍ରଫେସର ଆଇଏ ପଲାନୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ … Continue reading ସେନା ଯବାନଙ୍କ ପାଇଁ ସ୍ଵତନ୍ତ୍ର ଜୋତା ପ୍ରସ୍ତୁତ କଲା ଆଇଆଇଟି ଇନ୍ଦୋର; ପ୍ରତି ପାଦରେ ହେବ ବିଦ୍ୟୁତ ଉତ୍ପନ୍ନ