www.samajalive.in
Monday, December 8, 2025
17.1 C
Bhubaneswar

ମମତାଙ୍କୁ ଆଉ ଏକ ଝଟକା; ବିଜେପିରେ ଯୋଗଦେଲେ ଟିଏମସି ବିଧାୟକଙ୍କ ସମେତ ୧୮ କାଉନସିଲର

କଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣ ମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା ଲାଗିଛି। ଅଲିପୁରଦୁଆର ଜିଲା କଲଚିନିର ଟିଏମସି ବିଧାୟକ ୱିଲସନ ଚମ୍ପରାମାରି ଓ ଦଳର ୧୮ କାଉନସିଲର ସୋମବାର ବିଜେପିରେ ଯୋଗଦେଛନ୍ତି।
ୱିଲସନ କହିଛନ୍ତି ଯେ ଟିଏମସିର କେତେକ ନେତା ବିଜେପିରେ ଯୋଗଦେବା ପାଇଁ ଚାହୁଁଛନ୍ତି। ଏଥିପାଇଁ ସେମାନେ ବିଜେପି ହାଇକମାଣ୍ଡଙ୍କ ସହ ସମ୍ପର୍କରେ ଅଛନ୍ତି। ଏହି ନେତାମାନେ ବିଜେପିରେ ଯୋଗଦେବା ପରେ ଅଲିପୁରଦୁଆର ଏବଂ ଦିଂଜାପୁରରେ ବିଜେପି ମଜଭୁତ ହୋଇଯିବ। ୱିଲସନ ୨୦୧୩ରେ ଟିଏମସିରେ ସାମିଲ ହୋଇଥିଲେ। ଏବେ ସେ ଦିଲ୍ଲୀରେ ଅଛନ୍ତି ଓ ସେଠାରୁ ସେ ବିଜେପିରେ ଯୋଗଦେଇଥିବାର ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories