www.samajalive.in
Sunday, December 7, 2025
16.1 C
Bhubaneswar

ଏସବୁ ଜିନିଷକୁ ପାଦରେ ସ୍ପର୍ଶ କଲେ ର୍ଦୁଭାଗ୍ୟରେ ବଦଳିଯିବ ସୌଭାଗ୍ୟ

ସନାତନ ଧର୍ମରେ ଏଭଳି କେତେକ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ପାଦରେ ସ୍ପର୍ଶ କରିବା ଉଚିତ ନୁହେଁ। ମାନ୍ୟତା ଅନୁଯାୟୀ ଏସବୁ ଜିନିଷକୁ ପାଦ ସ୍ପର୍ଶ କରିବା ଦ୍ୱାରା ପାପ ହୋଇଥାଏ। ପଦ୍ମ ପୁରାଣରେ ମଧ୍ୟ ଏହି ସବୁ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ..
କଦାପି ଶଙ୍ଖରେ ପାଦ ଲଗାନ୍ତୁ ନାହିଁ। ଏଥିରେ ଦେବୀ ଲକ୍ଷ୍ମୀ ବାସ କରିଥାଆନ୍ତି। ଏପରି କରିବା ଦ୍ୱାରା ଧନହାନୀ ହୋଇଥାଏ।
ସନାତନ ଧର୍ମରେ ଗାଈଙ୍କୁ ଗୋ ମାତା ବୋଲି କୁହାଯାଏ। ଗାଈଙ୍କୁ କଦାପି ପାଦ ଲଗାନ୍ତୁ ନାହିଁ। ଗାଈଙ୍କୁ ପାଦ ଲଗାଇବା ଦ୍ୱାରା ବୁଦ୍ଧି ନଷ୍ଟ ହୋଇଥାଏ।
ଝାଡୁକୁ କଦାପି ଗୋଡ ଲଗାନ୍ତୁ ନାହିଁ। ଝାଡୁକୁ ଗୋଡ ମାରିବା ଦ୍ୱାରା ଦରିଦ୍ରତା ଆସିଥାଏ।
ପିତ୍ତଳ ବାସନରେ ସୂର୍ଯ୍ୟଙ୍କ ପ୍ରଭାବ ରହିଛି। କଦାପି ପିତ୍ତଳ ବାସନକୁ ଗୋଡ ଲଗାନ୍ତୁ ନାହିଁ। ଏହାଦ୍ୱାରା ଚନ୍ଦ୍ରମା ଜାତକରେ ଦୁର୍ବଳ ହୋଇଥାଆନ୍ତି।
ସନାତନ ଧର୍ମରେ ତୁଳସୀ ପତ୍ରର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। କଦାପି ତୁଳସୀ ପତ୍ରକୁ ପାଦ ଲଗାନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ ଓ ପାପ ହୋଇଥାଏ।
ଖାଦ୍ୟ ଜିନିଷକୁ ମଧ୍ୟ କଦାପି ଗୋଡ ଲଗାନ୍ତୁ ନାହିଁ। ପୂଜା ଓ ଯଜ୍ଞ ଜିନିଷକୁ ମଧ୍ୟ ଗୋଡ ଲଗାନ୍ତୁ ନାହିଁ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories