www.samajalive.in
Sunday, December 7, 2025
16.1 C
Bhubaneswar

ରାଶି ଅନୁଯାୟୀ ସୂର୍ଯ୍ୟଙ୍କ ଉପାସନା କଲେ ମିଳିଥାଏ ଶୁଭଫଳ

ରାଶି ଅନୁଯାୟୀ ସୂର୍ଯ୍ୟ ଦେବଙ୍କ ଉପାସନା କରିବା ଦ୍ୱାରା କର୍ମରେ ସଫଳତା, ଧନସମ୍ପତ୍ତି ବୃଦ୍ଧି, ନିରୋଗ ରହିବା, ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।
ମେଷ ରାଶି – ହଳଦିଆ ଫୁଲ, ହଳଦୀ,ରାଶି, ଜଳ ମିଶାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ। ଏହାଦ୍ୱାରା କର୍ମକ୍ଷେତ୍ରରେ ପଦୋନ୍ନତି ହୋଇଥାଏ।
ବୃଷ ରାଶି – ଧଳା ଚନ୍ଦନ,କ୍ଷୀର,ଧଳା ଫୁଲ, ରାଶି ଜଳରେ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ସଫଳତା ମିଳିଥାଏ।
ମିଥୁନ ରାଶି – ଜଳରେ ରାଶି, ଫୁଲ, ମିଶାଇ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ଗାଈଙ୍କୁ ମଧ୍ୟ ଘାସ ଖୁଆନ୍ତୁ।
କର୍କଟ ରାଶି – ଜଳରେ କ୍ଷୀର,ଚାଉଳ,ରାଶି ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ଗୃହରୁ କଳହ, ଅଶାନ୍ତି ଦୂର ହୋଇଥାଏ।
ସିଂହ ରାଶି – ଜଳରେ କୁଙ୍କୁମ,ଲାଲ ଫୁଲ,ରାଶି ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ। କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।
କନ୍ୟା ରାଶି – ରାଶି, ଦୁବ ଘାସ, ଫୁଲ ପକାଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ।
ତୁଳା ରାଶି – ଜଳରେ ଧଳା ଚନ୍ଦନ,କ୍ଷୀର,ଚାଉଳ,ରାଶି ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ସଫଳତା ଓ ଶୁଭଫଳ ମିଳିଥାଏ।
ବିଛା ରାଶି – ଜଳରେ କୁଙ୍କୁମ,ଲାଲ ଫୁଲ, ରାଶି ପକାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ।
ଧନୁ ରାଶି – ଜଳରେ ହଳଦୀ,କେସର,ହଳଦିଆ ଫୁଲ, ପକାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ।
ମକର ରାଶି – ନୀଳ ଫୁଲ, ରାଶି ମିଶାଇ ଜଳରେ ପ୍ରଭୁ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ଅସହାୟଙ୍କୁ ଭୋଜନ ଦିଅନ୍ତୁ। ସଫଳତା ପ୍ରାପ୍ତି ହେବ।
କୁମ୍ଭ ରାଶି – ଜଳରେ ନୀଳ ଫୁଲ, ରାଶି, ବିରି, ସୋରିଷ ମିଶାଇ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
ମୀନ ରାଶି – ଜଳରେ ହଳଦୀ, କେସର, ହଳଦିଆ ଫୁଲ, ରାଶି ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories