କଣ୍ଟାବାଞ୍ଜି : କଣ୍ଟାବାଞ୍ଜି କୋର୍ଟ ପରିସରରେ ଇ-ସେବା କେନ୍ଦ୍ରର ଶୁଭାରମ୍ଭ ହୋଇଛି । ଭିଡିଓ କନଫରେନ୍ସ ମାଧ୍ୟମରେ ହାଇକୋର୍ଟ ମୁଖ୍ୟ ବିଚାର ପତି ମାନ୍ୟବର ଏସ ମୁରଲୀଧରନ ଏହାର ଶୁଭାରମ୍ଭ କରିଥିଲେ ସ୍ଥାନୀୟ ଅତିରିକ୍ତ ଦୌରାଜଜ୍ ଡ଼କ୍ଟର ପବିତ୍ର ମୋହନ ସାମଲ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିଭିଲ ଜଜ ବିନୋଦବିହାରୀ ସାହୁ, ପ୍ରଥମ ଶ୍ରେଣୀ ବିଚାର ପତି ଲିଙ୍କି ପ୍ରିୟା ସାହୁ, ବରିଷ୍ଠ ଆଇନ ଜୀବି କାନନ କିଶୋର ପଣ୍ଡା, ବିଷ୍ଣୁ ପ୍ରସାଦ ଶର୍ମାମୋହନଶର୍ମା, ପ୍ରଫୁଲ୍ଲ ନାୟକ, ଅଶୋକ ଦାଶ, ସୁଧାଂଶୁ ମିଶ୍ର, ପ୍ରମୋଦ ପାଣିଗ୍ରାହୀ, ସତ୍ୟରାୟ, ଏସ ଜଗନାଥ ରାଓ, ସଂଜୟ ନାଥ, ଲୋକନାଥ ମେହେର, ବ୍ରଜଶ୍ୟାମ ଗୁରୁ, କୋର୍ଟର ସମସ୍ଥ କର୍ମଚାରୀ ଉପସ୍ଥିତ ଥିଲେ।
Popular Categories



