ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ samajalive Jan 25, 2021 ବରଗଡ଼: ବରଗଡ଼ ଜିଲା ଭଟଲୀ ବ୍ଲକ ଅନ୍ତର୍ଗତ କେସେଇପାଲି ଏବଂ କେଲେଣ୍ଡାପାଇଁ ପଞ୍ଚାୟତ ଦାୟିତ୍ଵରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ… Read More...
ମହଙ୍ଗା ପଡ଼ିଲା ଦୁର୍ନୀତି: ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର samajalive Jan 5, 2021 ଭୁବନେଶ୍ଵର: ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଦୁର୍ନୀତି ଏବଂ ଅପାରଗତା ଯୋଗୁ ମଙ୍ଗଳବାର ରାଜ୍ୟର ୭ ଅଧିକାରୀଙ୍କୁ ସରକାର ବାଧ୍ୟତାମୂଳକ ଅବସର… Read More...
ଭିଜିଲାନ୍ସ ଜାଲରେ ଆଇଟିଡିଏର ୩ ଯନ୍ତ୍ରୀ, ଡିଏସପି ଅଫିସରେ ଅଟକ Pradeep Behera Dec 17, 2020 ନବରଙ୍ଗପୁର : ନବରଙ୍ଗପୁର ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ୩ଜଣ ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡିଥିବାବେଳେ ସେମାନଙ୍କର ନିକଟରୁ ୩ଲକ୍ଷ ୯ହଜାର ୪୦୦ ଟଙ୍କା ଜବତ କରାଯାଇଥିବା ଜଣାପଡିଛି।… Read More...
ରେଞ୍ଜରଙ୍କ ଜଙ୍ଗଲ ରାଜ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ Pradeep Behera Dec 4, 2020 ବଲାଙ୍ଗିର/ଟିଟିଲାଗଡ : ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ବନ ବିଭାଗ ରେଞ୍ଜର ପ୍ରଶାନ୍ତ କୁମାର ନାୟକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗୁରୁବାର ଭିଜିଲାନ୍ସ ବିଭାଗ ଚଢଉ କରିଥିଲା। ଟିଟିଲାଗଡ ହାଟପଦାପଡ଼ା,… Read More...
ଲାଞ୍ଚ ନେବା ବେଳେ କୋକସରା ସିଡିପିଓଙ୍କୁ ଧରିଲା ଭିଜିଲାନ୍ସ Pradeep Behera Dec 3, 2020 ଭବାନୀପାଟଣା/ଧର୍ମଗଡ଼ : କଳାହାଣ୍ଡି ଜିଲା ଅନ୍ତର୍ଗତ କୋକସରା ବ୍ଲକ ସିଡିପିଓ ଜୟନ୍ତୀ ମହାନ୍ତି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ।… Read More...
ଭିଜିଲାନ୍ସ ଜାଲରେ ରାଜକନିକା ଥାନା ଏଏସ୍ଆଇ ବୈଷ୍ଣବ ବେହେରା Samaja Live Sep 3, 2020 ରାଜକନିକା : ଭିଜିଲାନ୍ସ ଜାଲରେ ରାଜକନିକା ଥାନା ଏଏସ୍ଆଇ ବୈଷ୍ଣବ ବେହେରା । ଗୁରୁବାର ଏକ ଜମିବାଡି ବିବାଦର ଫଇସାଲା କରିବା ପାଇଁ ଏଏସ୍ଆଇ ପାଞ୍ଚ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍… Read More...
ଭିଜିଲାନ୍ସ ଜାଲରେ ଡ୍ରଗ୍ସ ମାଫିଆଙ୍କ ଲିଙ୍କରେ ନିଲମ୍ବିତ ଜଳେଶ୍ବର ଥାନା ଆଇଆଇସି Samaja Live Sep 1, 2020 ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱରର ନିଲମ୍ବିତ ଆଇଆଇସି ଧନେଶ୍ୱର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ନିଲମ୍ବିତ ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କ ଜଳେଶ୍ବର ସରକାରୀ… Read More...
ପୁଲିସଠାରୁ ଲାଞ୍ଚ ନେଲା ପୁଲିସ, କନଷ୍ଟେବଳଙ୍କୁ ବାନ୍ଧିଲା ଭିଜିଲାନ୍ସ samajalive Jul 16, 2020 ଭୁବନେଶ୍ଵର: କମିଶନରେଟ ପୁଲିସର ଜଣେ ଲାଞ୍ଚୁଆ କନଷ୍ଟେବଳଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଏହି କନଷ୍ଟେବଳ ଜଣକ ପୁଲିସ ବିଭାଗର କର୍ମଚାରୀଙ୍କୁ ବି ଛାଡ଼ି ନାହାନ୍ତି। ପୁଲିସଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ… Read More...
ଲାଞ୍ଚ ଅଭିଯୋଗରେ ସତ୍ୟବାଦୀର ପଞ୍ଚାୟତ ଅଧିକାରୀ ଗିରଫ Pradeep Behera Mar 7, 2020 ପୁରୀ/ଭୁବନେଶ୍ବର : ଲାଞ୍ଚ ନେବା ଅଭିଯୋଗରେ ପୁରୀ ଜିଲା ସତ୍ୟବାଦୀର ପଞ୍ଚାୟତର ଜିଆରଏସ ଅଧିକାରୀ ଛବି ନାରାୟଣ ପଣ୍ଡା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ମିଳିଥିବା ସୂଚନନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ… Read More...
୫ ହଜାର ପାଇଁ ବନ୍ଧା ହେଲେ ବଡ଼ବିଲ ଅତିରିକ୍ତ ରାଜସ୍ୱ ନିରୀକ୍ଷକ Pradeep Behera Feb 25, 2020 ବଲାଣି: କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ୍ ଅଧିନସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରି ଲାଞ୍ଚ ନେଉଥିବା ବେଳେ ଅତିରିକ୍ତ ରାଜସ୍ବନିରୀକ୍ଷକ ରାମେଶ୍ବର ମାରାଣ୍ଡିଙ୍କୁ ଗିରଫ କରିଛି।… Read More...