ବଢିବାରେ ଲାଗିଛି ପନିପରିବା ଦର ; ଚିନ୍ତାରେ କାର୍ତିକ ବ୍ରତଧାରୀ
ସାରନଗରୀ : ଧର୍ମ ମାସ ଭାବେ ପରିଚିତ କାର୍ତିକ ମାସ ଆରମ୍ଭ ହେଉଛି । ଧର୍ମ ମାସରେ ଅନେକ ବ୍ୟକ୍ତି ଆମିଷ ତ୍ୟାଗ କରିଥାନ୍ତି । କାର୍ତିକ ବ୍ରତର ଶୁଭାରମ୍ଭ ହୋଇଥାଏ । ତେବେ ପନିପରିବା ଚଢାଦରକୁ ନେଇ ଚିନ୍ତାରେ ଖାଉଟିଙ୍କ…
Read More...
Read More...