Browsing Tag

thakurmunda news

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରଲର ଚକା ତଳେ ଚାପି ହୋଇ ମହିଳା ମୃତ

ଠାକୁରମୁଣ୍ଡା  : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ସିଙ୍ଗଡା ଛକ ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସିଙ୍ଗିଡାର ସାପ୍ତାହିକ ହାଟ…
Read More...

ଉଡ଼ାଯାତ୍ରା ପୂର୍ବରୁ ସଫେଇ କଲେ ସରପଞ୍ଚ ଓ ସ୍ୱେଚ୍ଛାସେବୀ

ଠାକୁରମୁଣ୍ଡା: ଠାକୁରମୁଣ୍ଡାରେ ପ୍ରସିଦ୍ଧ ଉଡ଼ାଯାତ୍ରା ପଣା ସଂକ୍ରାନ୍ତିରେ ଅନୁଷ୍ଠିତ ହେବ । ଉଡ଼ାଯାତ୍ରାରେ ହଜାର ହଜାର ଜନ ସମାଗମ ହେବାକୁ ଦୃଷ୍ଟିରେ ରଖି ବଜାରରେ ଥିବା ଷ୍ଟିଟ୍ ଲାଇଟ୍ ଗୁଡିକ ସଜଡା ଯାଉଛି। ଏହା…
Read More...

ଶିମିଳିପାଳରେ ନିଆଁ ; ବନ୍ୟଜନ୍ତୁ ଏବେ ଗାଁ ମୁହାଁ  

ଠାକୁରମୁଣ୍ଡା: ଶିମିଳିପାଳ ଅଭୟାରଣ୍ୟ ସହିତ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ଫଳରେ ଗାଁ ମୁହାଁ ଏବେ ବନ୍ୟଜନ୍ତୁ ।  ମୟୂରଭଞ୍ଜ ଜିଲ୍ଲାର ଜୀଵନ ରେଖା କୁହା ଯାଉଥିବା ଶିମିଳିପାଳ ଅଭୟାରଣ୍ୟ ।  ଆଜି…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆ ଓ ଧନୁତୀରରେ ଆକ୍ରମଣ , ଜଣେ ଗୁରୁତର 

ଠାକୁରମୁଣ୍ଡା:  ପୂର୍ବ ଶତ୍ରୁତାରୁ ଜଣେ ଵ୍ୟକ୍ତିଙ୍କୁ ଟାଙ୍ଗିଆରେ ଅକ୍ରମଣ ଫଳରେ ସେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇ ଥିବା ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଧାତିକିଡିହା ଗ୍ରାମର କାଠିଆ…
Read More...

ଭାଲୁ ଆକ୍ରମଣରେ ବୃଦ୍ଧା ଆହତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ପଡିଆଵେଡା ପଞ୍ଚାୟତ ଅନ୍ତର୍ଗତ ବୋରିଂଗ୍ରାମର ତେଲନଦୀ ସାହିର ଟୁରି ହେମ୍ବ୍ରମ ପତ୍ନୀ ମଙ୍ଗତୀ ହେମ୍ବ୍ରମ (୫୨)ଭାଲୁ ଆକ୍ରମଣରେ ଆହତ ହୋଇ ଠାକୁରମୁଣ୍ଡା…
Read More...