Browsing Tag

phulbani

ପାର୍ବଣକୁ ନେଇ ପୁଲିସ୍‍ ଚଢାଉ: ଏପଟେ ଗଞ୍ଜେଇ ଜବତ, ସେପଟେ ମଦ

ଫୁଲବାଣୀ: ପାର୍ବଣକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାର ବିଭିନ୍ନ ଥାନା ତତ୍ପର ହୋଇ ଉଠିଛନ୍ତି। ଏଭଳି ସ୍ଥଳେ ଆଜି କ.ନୂଆଗାଁ ପୁଲିସ୍‍ ଗଞ୍ଜେଇ ସହିତ ୨ ଜଣକୁ ଗିରଫ କରିଥିବା ବେଳେ ରାଇକିଆ ପୁଲିସ୍‍ ମଦ ସହିତ ଜଣକୁ ଗିରଫ…
Read More...

ଅସହାୟଙ୍କ ସାହାରା ହେଲେ ଯୁବ ସଗଠନ, କଲେ ଶବ ସତ୍କାର

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲିଠାରେ ଆଜି ଜଣେ ଅସହାୟ ପରିବାରର ସାହାରା ହେଲେ ଜଣାଶୁଣା ଯୁବ ସଂଗଠନ ଟିମ୍‍ ହ୍ୟୁମାନିଟି କନ୍ଧମାଳର ସଦସ୍ୟମାନେ। ବିନା ଦ୍ୱିଧାରେ ଜଣେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରି ଏକ ନୂଆ…
Read More...

ପୋଲ ଭାସିବାର ୧୪ ମାସ ପୁରିଲା: ମାଟି ଡ଼ଲାଟିଏ ମଧ୍ୟ ପଡ଼ିପାରିଲାନି, ୫ ଗ୍ରାମବାସୀ ହନ୍ତସନ୍ତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ସଲାଗୁଡ଼ା ପଂଚାୟତର ପୁଡ଼େଣି ନାଳ ଉପରେ ଥିବା ପୋଲ ଭାସିବାର ଇତି ମଧ୍ୟରେ ୧୪ ବର୍ଷ ବିତିଲାଣି। ଗତ ଦେଢ ବର୍ଷ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାଟି ଡ଼ଲାଏ…
Read More...

କନ୍ଧମାଳ ଜିଲା ପରିଷଦର ନବମ ଅଧିବେଶନ ଗୁଗଲ୍‍ ମିଟ୍‍ ଜରିଆରେ ଅନୁଷ୍ଠିତ

ଫୁଲବାଣୀ: କୋଭିଡ଼୍‍ କଟକଣା ଯୋଗୁଁ କନ୍ଧମାଳ ଜିଲା ପରିଷଦର ନବମ ଅଧିବେଶନ ଗୁଗୁଲ୍‍ ମିଟ୍‍ ଜରିଆରେ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲା ଫୁଲବାଣୀ ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…
Read More...

 ଛାତ୍ରୀଙ୍କ ଅକାଳ ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ସ୍ଥାନୀୟ ବଟ୍ଟପଲ୍ଲୀ ସାହିର ଜଣେ ୨୨ ବର୍ଷିୟା ଛାତ୍ରୀଙ୍କର ଆଜି ଅକାଳ ମୃତ୍ୟୁ ଘଟିଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ସୂଚନା…
Read More...

କୋଭିଡ୍‍ ପରବର୍ତ୍ତି ପ୍ରାକ୍‍ ଶିକ୍ଷା ନିମନ୍ତେ ତାଲିମ୍‍

ଫୁଲବାଣୀ: ଦୀର୍ଘ ୬ ମାସ ଧରି କୋରୋନା ନିମନ୍ତେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ଓ ବର୍ତମାନ ସର୍ତମୂଳକ ଭାବରେ ସରକାର ପୁଣିଥରେ ଶିକ୍ଷାନୁଷ୍ଠାନ ମାନ ଖୋଲିବା ନିମନ୍ତେ ପ୍ରସ୍ତୁତି ହେଉଛନ୍ତି। ଏହାକୁ ଆଖି ଆଗରେ…
Read More...

ବେକରେ ଛୁରୀ ଲଗାଇ ଲୁଟ୍‍ ଉଦ୍ୟମ, ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ଅଞ୍ଚଳବାସୀ

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡ଼ା ସଦରମହକୁମା ସ୍ଥିତ ବ୍ଳକ କଲୋନୀର ଅନ୍ଧାର କଲୋନୀରେ ଆଜି ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଦୁର୍ବୃତ୍ତ ସାହି ମଧ୍ୟକୁ ଅଚାନକ ଭାବେ ଆସି ଏକ ପରିବାରର ଜଣେ ଛୁଆକୁ…
Read More...

ବେଆଇନ ପଥର ବ୍ଲାଷ୍ଟିଙ୍ଗ: ଅଳ୍ପକେ ବର୍ତ୍ତିଲେ ଅନେକ ଶ୍ରମିକ, ଆନ୍ଦୋଳନ ପାଇଁ ଚେତାବନି

ଫୁଲବାଣୀ/ବାଲିଗୁଡା: ପ୍ରଶାସନର ବିନା ଅନୁମତିରେ ଚାଲିଥିଲା ପଥର ବ୍ଲାଷ୍ଟିଙ୍ଗ। ବ୍ଲାଷ୍ଟିଙ୍ଗ ସମୟରେ ଅଳ୍ପକେ ବର୍ତ୍ତିଛନ୍ତି ୩୦ରୁ ଊର୍ଦ୍ଧ୍ବ ଶ୍ରମିକ। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।…
Read More...

କନ୍ଧମାଳ: ପୁଣି ୫୦ କରୋନା ସଂକ୍ରମିତ ଚିହ୍ନଟ

ଫୁଲବାଣୀ: ୩ କରେନା ଯୋଦ୍ଧାଙ୍କ ସମେତ ଜିଲାରେ ଆଜି ନୂଆ ୫୦ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥି ସହିତ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୧୮୫ ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତ ମାନଙ୍କ…
Read More...

‘ସମାଜ’ ପ୍ରଭାବ: ୨୧ଥର ଆଧାରକାର୍ଡ଼ ଫଟୋ ଉଠାଇବା ଘଟଣା, ଜିତେନ୍ଦ୍ର ପାଇଲେ ଆଧାରକାର୍ଡ଼

ଫୁଲବାଣୀ/ଖଜୁରିପଡ଼ା: ଶେଷରେ ସମାଜର ପ୍ରୟାସ ସଫଳ ହୋଇଛି। ୨୧ ଥର ଆଧାରକାର୍ଡ଼ ଫଟୋ ଉଠାଇ ସବୁବେଳେ ବିଫଳ ହୋଇଥିବା ହିତାଧିକାରୀ ଜିତେନ୍ଦ୍ର କୁମାର ସେଠୀ ଶେଷରେ ନିଜ ଆଧାରକାର୍ଡ଼ ପାଇବାରେ ସଫଳ ହୋଇଛନ୍ତି। ଆଜି ଏକ…
Read More...