Browsing Tag

odianews

ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଶିଆ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଜି ଉକ୍ତ ରାସ୍ତା ଦେଇ କେତେକ ସ୍ଥାନୀୟଲୋକେ…
Read More...

ଚାଲାକି ଦେଖାଇଲା ଆନ୍ଧ୍ର; ଚୁପ୍ ରହିଗଲା ଓଡ଼ିଶା

ପଟାଙ୍ଗି: କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ପଟାଙ୍ଗି ବ୍ଲକ ଅଧିନରେ ଥିବା ବିବାଦୀୟ କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ସହ ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ଭୋଟ ନେଇ ଚାଲିଗଲା ଆନ୍ଧ୍ର।…
Read More...

ମମତାଙ୍କ ‘ମା’ ଯୋଜନା ୫ ଟଙ୍କାରେ ଭାତ, ଡାଲି, ଅଣ୍ଡା ତରକାରି

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାଧାରଣ ଜନତାଙ୍କୁ ୫ଟଙ୍କା ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ‘ମା’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ମାତ୍ର ୫ ଟଙ୍କାରେ ଭାତ, ଡାଲି, ଅଣ୍ଡା ଓ…
Read More...

ବଳକା ଖାଦ୍ୟ ବାଣ୍ଟିବ ବିଏମ୍‌ସି

ଭୁବନେଶ୍ବର: ଆଉ ଡଷ୍ଟବିନ୍‌ରେ ପଡ଼ିବନି ବଳକା ଖାଦ୍ୟ। ରାସ୍ତାକଡ଼ରେ ପଡ଼ି ପରିବେଶ ଅପରିଷ୍କାର ହେବନି। ଏଣିକି ବିଏମ୍‌ସି ଲୋକଙ୍କ ନିକଟରେ ପହଞ୍ଚି ବଳକା ଖାଦ୍ୟ ସଂଗ୍ରହ କରିବ। ଏଥିନିମନ୍ତେ ଏକ ୨୪ ଘଣ୍ଟିଆ ନିଃଶୁଳ୍କ…
Read More...

ରେଳ ଶ୍ରମିକ ନେତାଙ୍କ ମହିଳାଙ୍କୁ ଅସଦାଚରଣ ମାମଲା : କଡା କାର୍ଯ୍ୟାନୁଷ୍ଠାନ ଦାବି କଲା ମଜଦୁର ୟୁନିୟନ

ସମ୍ବଲପୁର: ଗତ ଗୁରୁବାର ସମ୍ବଲପୁର ରେଳବାଇ ମଣ୍ଡଳର କ୍ରିୟୁ କଣ୍ଟ୍ରୋଲର ତଥା ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନ ସମ୍ବଲପୁର ମଣ୍ଡଳର ସଂଯୋଜକ ସୁନୀଲ କୁମାରଙ୍କୁ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ କରି…
Read More...

ଶାଶୂଘର ଗାଁ ସ୍କୁଲକୁ ପୋଷ୍ୟ କଲେ ଓଏଏସ ବୋହୂ!

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିର ତତ୍କାଳୀନ ତହସିଲଦାର ତଥା ଅଧୁନା ଭଦ୍ରକ ଜିଲାର ଅତିରିକ୍ତ ଉପଜିଲାପାଳ ମନୋରମା ଭୂୟାଁ ନିଜ ଶାଶୂଘର ଗାଁରେ ଥିବା ସ୍କୁଲକୁ ପୋଷ୍ୟଭାବେ ଗ୍ରହଣ କରିବା ଘଟଣା ସମ୍ପ୍ରତି…
Read More...

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇନି କାମ, ଅଶା ଓ ଆଶଙ୍କାରେ ଚାଷୀ

ବରଗଡ଼: ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ନେଇ ବରଗଡ଼ ଜିଲାର ଉତ୍ସାହିତ ଚାଷୀ ଏହାର ଉଦ୍‌ଘାଟନକୁ ଚାତକ ପରି ଅପେକ୍ଷା କରିଥିବା ବେଳେ ଘୋଷଣାର ଦୀର୍ଘ ଦିନ ବିତିଯିବା ପରେ ମଧ୍ୟ କାମ ଆରମ୍ଭ ହୋଇପାରି ନାହିଁ।…
Read More...

ପାଟଣାରେ ବିଶ୍ବ ରେଡିଓ ଦିବସ ପାଳିତ

ପାଟଣା: ପାଟଣାରେ ବିଶ୍ବ ରେଡିଓ ଦିବସ କାର୍ଯ୍ୟକ୍ରମ ପାଳନ କରାଯାଇଛି। ୨୦୧୧ ମସିହା ୟୁନେସ୍କୋ ସଦସ୍ୟ ରାଷ୍ଟ୍ର ସମୂହଙ୍କ ଦ୍ବାରା ମାର୍ଚ୍ଚ ୧୩କୁ ରେଡିଓ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଚଳିତ…
Read More...

ପାପଡାହାଣ୍ଡିରେ ଶିଶୁ ସମ୍ପର୍କ ଯାତ୍ରା

ପାପଡାହାଣ୍ଡି: ଜିଲ୍ଲା ଶିଶୁ ମଙ୍ଗଳ କମିଟି ଆନୁକୂଲ୍ୟରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶୀ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଶିଶୁ ସଂପର୍କ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ୟୁଥ୍‍ ରେଡକ୍ରସ ପକ୍ଷରୁ ତାଲିମ ଶିିବିର ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ…
Read More...