Browsing Tag

odia news

କେପିଏଲରେ ମ୍ୟାଚ୍ ଫିକ୍ସିଂ ବିବାଦ : ବେଙ୍ଗାଲୁରୁ ବ୍ଲାଷ୍ଟରର୍ସର ବୋଲିଂ ପ୍ରଶିକ୍ଷକ ଓ ବ୍ୟାଟ୍ସମ୍ୟାନ୍ ବିଶ୍ବନାଥନ…

କର୍ଣ୍ଣାଟକ : କ୍ରିକେଟରେ ମ୍ୟାଚ୍‍ ଫିକ୍ସିଂ ବିବାଦ ଥମିବାର ନାଁ ନେଉନାହିଁ। ପୂର୍ବରୁ ଇଣ୍ଡିଆନ ପ୍ରିମିୟମ ଲିଗ୍(ଆଇପିଏଲ୍)ରେ ମ୍ୟାଚ୍ ଫିକ୍ସିଂରେ ଅନେକ ଖେଳାଳି ଗିରଫ ହୋଇଥିବାବେଳେ ଏବେ କର୍ଣ୍ଣାଟକ ପ୍ରିମିୟମ୍…
Read More...

ଆଇଟିସି ତିଆରି କଲା ଦୁନିଆର ସବୁଠାରୁ ଦାମୀ ଚକୋଲେଟ୍‍ : ଦାମ୍‍ ଶୁଣି ହେବେ ଚକିତ

ନୂଆଦିଲ୍ଲୀ : ସାଧାରଣତଃ ଆମକୁ ୧୦୦-୨୦୦ ଟଙ୍କାର ଚକୋଲେଟ୍‍ ମହଙ୍ଗା ଲାଗିଥାଏ। ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ କୁହାଯିବ ଦୁନିଆରେ ଏପରି ଏକ ଚକୋଲେଟ୍‍ ଅଛି ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା, ତେବେ ନିଶ୍ଚିତ ରୂପେ…
Read More...

ଲଗାଣ ବର୍ଷାରେ ବୈତରଣୀକୁ ଧସିଲା ୨୦ଫୁଟ ସୁରକ୍ଷାବନ୍ଧ

ଆରଡି:ଗତ ୩ଦିନ ହେଲା ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ବହୁ କ୍ଷୟକ୍ଷତି ଘଟାଇଛି। ଏପରିକି ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ଓଳଗ, ନାନ୍ଦପୁର ଓ ସୁନ୍ଦରପୁର ପଞ୍ଚାୟତ ଦେଇ…
Read More...

‘ଓଡିଶା-ମୋ ପରିବାର ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର:ପରିବେଶ,ସ୍ବାସ୍ଥ୍ୟ ସେବା,ରକ୍ତ ଦାନ ଓ ବିପନ୍ନ ଓଡିଆଙ୍କୁ ଗୁରୁତ୍ବ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ସମାଜ ସେବା କାର୍ଯ୍ୟକ୍ରମ ‘ଓଡିଶା ମୋ-ପରିବାର’ ର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର…
Read More...

ସଡ଼କ ଦୁର୍ଘଟଣାରେ ୧୫ଗୁରୁତର

ସୋର : ବାଲେଶ୍ବର ଜିଲା ଖନ୍ତାପଡା ଏନଏଚ୍-୧୬ର ଶେରଗଡ଼ ନିକଟରେ ଶୁକ୍ରବାର ସଡ଼କ ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, କୋଲକାତାରୁ ଭୁବନେଶ୍ବର ଯାଉଥିବା “ନୀଳମାଧବ” ନାମକ…
Read More...

ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ବୌଦ୍ଧ: ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଏହି ଅଘଟଣ ଘଟିଛି ବୌଦ୍ଧ କଣ୍ଟାମାଳ ବ୍ଲକ ଲୋକପଡା ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା…
Read More...

ଖୁବ୍ ଉପକାରୀ କଳାଜୀରା : ଅନେକ ରୋଗରୁ ଦେଇଥାଏ ମୁକ୍ତି

ସାଧାରଣତଃ କଳା ଜୀରା ପ୍ରାୟତଃ ଆମ ସମସ୍ତଙ୍କ ଘରେ ଉପଲବ୍ଧ ଥାଏ। ଯଦି ବି ଏହା ଆପଣଙ୍କ ଘରେ ନାହିଁ ତେବେ ଏହାର ଉପକାରୀ ଗୁଣ ବିଷୟରେ ଜାଣିଲେ, ନିଶ୍ଚିତ ଆପଣ ଏହାକୁ ଆଣି ଘରେ ରଖିବେ। ଏହା ଆମେ ଜାଣନ୍ତି ଯେ, ଖାଦ୍ୟର…
Read More...

ଧାମରା ବନ୍ଦରରୁ ଭଙ୍ଗା ଲୁହା ନାମରେ କୋଇଲା ଚୋରା ଚାଲାଣ; ୨ଟି ଟ୍ରକ ଜବତ

ଧାମରା: ଭଙ୍ଗା ଲୁହା ଚାଲାଣ ହେଉଥିବା ଦର୍ଶାଇ ଧାମରା ବନ୍ଦରରୁ କୋଇଲା ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ୨ଟି ଟ୍ରକକୁ ଜବତ କରି ଧାମରା ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହା ସହ ଟ୍ରକ ଦୁଇ ଜଣ…
Read More...

ଧନତେରାସ୍‍ ରେ ରାଶି ଅନୁଯାୟୀ କିଣନ୍ତୁ ଏହି ଜିନିଷ

ଦୀପାବଳି ମହାପର୍ବର ଶୁଭାରମ୍ଭ ଆଜି ଧନତେରାସ୍‍ ଠାରୁ ଆରମ୍ଭ। ଏହି ଦିନ ମା’ଲକ୍ଷ୍ମୀ ଓ କୁବେର, ଭଗବାନ ଧନୱନ୍ତରୀଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ। ଏହି ଦିନ ଭଗବାନ ଧନୱନ୍ତରୀଙ୍କ ଜନ୍ମ ହୋଇଥିଲା ବୋଲି ମାନ୍ୟତା…
Read More...

ରାଜ୍ୟକୁ ନାହିଁ ବାତ୍ୟା ଆଶଙ୍କା, ଦୀପାବଳିରେ ରହିବ ପାଗ ଶୁଖିଲା: ପ୍ରଦୀପ ଜେନା

ଭୁବନେଶ୍ୱର: ଦୁଇ ଦିନର ଲଗାଣ ବର୍ଷା ପରେ ଆଜି ପାଗରେ ପରିବର୍ତ୍ତନ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହେବା ସହ ବର୍ଷାର ପରିମାଣ ଧୀରେଧୀରେ କମିଛି। ଦୀପାବଳି ବେଳକୁ ପାଗ ଶୁଖିଲା ରହିବ ଏବଂ ବାତ୍ୟା ହେବାର…
Read More...