Browsing Tag

odia news

ସ୍କୁଲରେ ଆଖିବୁଜା ଗୁଳିମାଡ, ୩ ମୃତ

ଆମେରିକା : ଆମେରିକାର ଏକ ସ୍କୁଲରେ ପୁଣି ଫୁଟିଲା ଗୁଳି।  ଓ୍ବିସ୍କୋସିନରେ ଏକ ସ୍କୁଲରେ ଗୁଳିକାଣ୍ଡ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗୁଳିମାଡ କରିଥିବା ଛାତ୍ର…
Read More...

ଭିକ ଦେଲେ ଜେଲ୍‌ ଯିବେ !

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ସହର ବିଗତ କିଛି ବର୍ଷ ଧରି ଦେଶର ସବୁଠାରୁ ସ୍ବଚ୍ଛ ସହରର ମାନ୍ୟତାଲାଭ କରିଆସୁଛି। ତେବେ ଇନ୍ଦୋର ସହରକୁ ସମ୍ପୂର୍ଣ୍ଣ ଭିକାରିମୁକ୍ତ କରିବାକୁ ସ୍ଥାନୀୟ ପ୍ରଶାସନ ବର୍ତ୍ତମାନ ଅଣ୍ଟା…
Read More...

ଦେଶୀ ମଦ ଓ ସ୍କୁଟି ଜବତ: ଦୁଇ ଗିରଫ

ଆଠଗଡ : କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଚୋରା ଦେଶୀ ମଦ କାରବାର ରୋକିବାକୁ ନିୟମିତ ଚଢାଉ ଜାରି ରହିଛି । ସୋମବାର ଉପଅଧିକ୍ଷକ ନିମାଇଁ ଚରଣ…
Read More...

ଏମ୍ସ ମେଡିକାଲରେ ରୋଗୀଙ୍କ ଆତ୍ମହତ୍ୟା !

ଭୁବନେଶ୍ଵର: ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ଆଜି ସକାଳୁ ଅର୍ଥୋପେଡିକ୍ ଓ୍ବାର୍ଡରୁ ଜରେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଫ୍ୟାନରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା…
Read More...

ରଥଯାତ୍ରା ପାଇଁ ଆଜିଠୁ ଚିହ୍ନଟ ହେବ ରଥ କାଠ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଗାମୀ ରଥଯାତ୍ରା ପାଇଁ ଆଜିଠାରୁ ରଥକାଠ ଚିହ୍ନଟ କରାଯିବ। ଏହାପୂର୍ବରୁ ବଡ଼ ରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ମାଳ…
Read More...

ସପ୍ତାହିକ ହାଟରୁ ଅଧାପୋଡା ମୃତଦେହ ଉଦ୍ଧାର

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ  ଅଭାବନୀୟ ଘଟଣା ଘଟିଛି। କେନ୍ଦୁଜିଆଣି ସାପ୍ତାହିକ ହାଟରୁ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କର ପରିଚୟ…
Read More...

ଭୁବନେଶ୍ଵର ନୁହେଁ ଦିଲ୍ଲୀ ସିବିଆଇରେ ହାଜର ହେବେ ବିଷ୍ଣୁପଦ !

ଭୁବନେଶ୍ଵର: ଦିଲ୍ଲୀରେ ହାଜର ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି। ତଦନ୍ତରେ ସହଯୋଗ କରି ସେ ସମସ୍ତ ତଥ୍ୟ ରଖିବେ । ହେଲେ ଭୁବନେଶ୍ଵର ନୁହେଁ…
Read More...

ଆଜିଠୁ କମିବ ଶୀତ : ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା

ଭୁବନେଶ୍ବର/ବାରିପଦା : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଜାଡ଼ ଅନୁଭୂତ ହୋଇଛି। ମଧ୍ୟରାତିରୁ ଜାଡ଼ର ପ୍ରଭାବ ବଢ଼ୁଥିବାବେଳେ ଅପରାହ୍ଣରୁ ପୁଣି ଶୀତ ପ୍ରକୋପ ବଢ଼ୁଛି। ସକାଳର କାଲୁଆ ପବନ ଦେହ ଥରାଇ ଦେଉଥିବାବେଳେ…
Read More...

ଆଜି ଏହି ରାଶିର ଲୋକେ ଆର୍ଥିକ ରୂପେ ଦୃଢ଼ ହେବେ: ମଙ୍ଗଳବାର ରାଶିଫଳ

ମେଷ: ଗୁରୁ, ଗୁରୁଜନ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ନିକଟରେ ବିନୟାବନତ ଭାବ ପ୍ରଦର୍ଶନ କରିପାରନ୍ତି। ସରକାରୀ ଓ ବେସରକାରୀ ଅର୍ଥ ପ୍ରାପ୍ତ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ସମ୍ମାନିତ ହେବେ। କର୍ମଠ ହେବେ। ବୃଷ:…
Read More...

ଆଖଣ୍ଡଳମଣିଙ୍କୁ ଲାଗି ହେଲା ଧନୁମୁଆଁ ଭୋଗ: ଏକ ମାସ ପାଇଁ ପହିଲି ଅନ୍ନନୀତି ଭୋଗ ଆରମ୍ଭ

ଆରଡି : ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ଧନୁମୁଆଁ ଭୋଗ। ମନ୍ଦିରରେ ପ୍ରଚଳିତ ବିରଜା ପଞିକା ଅନୁଯାୟୀ ପୌଷମାସର  ପ୍ରଥମଦିନ ହୋଇଥିବାରୁ ମଣିବାବାଙ୍କୁ ଏକମାସ ଧରି  ପହିଲି…
Read More...