Browsing Tag

kamakhyanager incident

ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ

କାମାକ୍ଷାନଗର : କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥ ମୁକ୍ତାପସି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ କାନପୁରା…
Read More...

ଟ୍ରକକୁ ପଛରୁ ପିଟିଲା ଟ୍ରକ, ଡ୍ରାଇଭର ମୃତ 

କାମାକ୍ଷାନଗର:  କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥ ଟାଙ୍ଗରପଡାଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ଭୋର ସମୟରେ ଏକ ଟ୍ରକ ରାସ୍ତା କଡରେ ଛିଡା ହୋଇଥିବାବେଳେ ଅନ୍ୟ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା। ଫଳରେ…
Read More...

ନିଆଁ ଲାଗି ଜଳିଗଲା ୧୦ ବଖରା ଘର

କାମାକ୍ଷାନଗର: ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୧୦ ବଖରା ଘର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରୁଆଳି ଗାଁ କୃଷ୍ଣପୁର ସାହିରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ…
Read More...

ପିଚୁ ଗାଡି-ହାଇଓ୍ବା ଧକ୍କା, ୩ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ପିଚୁ ଗାଡି ସହ ହାଇଓ୍ବା ଧକ୍କା ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର…
Read More...

ନାତିର କାଠ ଫାଳିଆ ମାଡରେ ଜେଜେମା ମୃତ

କାମାକ୍ଷାନଗର: କଙ୍କଡାହାଡ ଥାନା ବାଲିସାହି ଗାଁରେ ଅଭାବନୀୟ ଘଟଣା ଘଟିଛି। ନାତିର କାଠଫାଳିଆ ମାଡ଼ରେ ଜେଜେମାଆର ଜୀବନ ଚାଲିଯାଇଛି। ମୃତକ ଶ୍ରୀମତି ବେଓ୍ବା ବୋଲି ଜଣାପଡିଛି। ଗତକାଲି ରାତିରେ ଅଭିଯୁକ୍ତ ଲିକୁ ସିଂ…
Read More...

ବିଦ୍ୟୁତ୍ ଲାଗି ଜଳିଗଲେ ଦୁଇ ଶ୍ରମିକ

କାମାକ୍ଷାନଗର: ଘର ତିଆରି ବେଳେ ବିଦ୍ୟୁତ୍ ଲାଗି ଜଳିଗଲେ ଦୁଇ ଶ୍ରମିକ। ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତୁମୁସିଂହା ଥାନା ଆଲୁଅଝରଣ ଗାଁରେ। ଦୁଇ ଜଣ ଶ୍ରମିକ ଘର ତିଆରି କାମ ବେଳେ ରଡ୍ ବାନ୍ଧୁଥିଲେ।…
Read More...