Browsing Tag

hariyana news

ନାୟବ ସିଂହ ସୈନୀ ହେବେ ହରିୟାଣା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନାୟବ ସିଂହ ସୈନୀ । ବିଜେପି ବିଧାୟକ ଦଳ ବୈଠକରେ ନାୟବ ସିଂହଙ୍କ ନାମ ଘୋଷଣା କରାଯାଇଛି । ବିଧାୟକ ଦଳ ବୈଠକ ପରେ ନାୟବ ସୈନୀଙ୍କୁ ବିଧାୟକ ଦଳ ନେତା…
Read More...

ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର

ନୂଆଦିଲ୍ଲୀ: ହରିୟାଣାରେ ଗଠନ ହେବାକୁ ଯାଉଛି ନୂଆ ସରକାର। କାରଣ ଏଠାରେ ବିଜେପି ଏବଂ ଜେଜେପିର ମେଣ୍ଟ ସରକାର ଭାଙ୍ଗିଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ଲାଲ ଖଟ୍ଟର। ରାଜ୍ୟପାଳଙ୍କୁ…
Read More...

ଟ୍ରାକ୍ଟର-ବୋଲେରୋ ଧକ୍କା ; ୪ ମୃତ

ହରିୟାଣା : ହରିୟାଣାର ସୋନୀପତ ଜିଲାରେ ଏକ ବଡ ସଡକ ଦୁର୍ଘଟଣା ଘଟିଛି। ୪୪ ନମ୍ବର ଜାତୀୟ ରାଜପଥରେ ଗାଁ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରାକ୍ଟର ସହ ବୋଲେରୋର ଧକ୍କା ହେବା କାରଣରୁ…
Read More...

ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ ; ୩ ଜୀବନ୍ତ ଦଗ୍ଧ

ହରିୟାଣା : ହରିୟାଣାର ସୋନୀପତ ୩୩୪ ନମ୍ବର ଜାତୀୟ ରାଜପଥରେ ଗୁରୁବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ କାର ପଥର ସହ ଧକ୍କା ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଫଳରେ ୩ ଜଣ ଜୀବନ୍ତ…
Read More...

ଅସ୍ଥି ବିସର୍ଜନ କରି ଫେରିବା ବାଟରେ ଚାଲିଗଲା ୬ ଜଣଙ୍କ ଜୀବନ

ହରିଆଣା : ହରିଆଣା ଜିନ୍ଦ୍‍ ଗାଁ କାଣ୍ଡେଲା ନିକଟ ଜିନ୍ଦ-ଚଣ୍ଡିଗଡ ଜାତୀୟ ରାଜପଥରେ ଟାଟା ଏସି ଗାଡି ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୧୭ ଜଣ ଆହତ ହୋଇଛନ୍ତି। ହରିଦ୍ୱାରରେ…
Read More...

ଶୋଇଥିବା ସମୟରେ ଚଢିଗଲା ଟ୍ରକ ; ୩ ଶ୍ରମିକ ମୃତ

ହରିୟାଣା : ହରିୟାଣାର ବହାଦୁରଗଡରେ କୁଣ୍ଡଳୀ-ମାନେସର-ପଲବଲ ଏକ୍ସପ୍ରେସୱେରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି ବୋଲି ଗୁରୁବାର ଜଣାପଡିଛି । ଆସୌଦା ଟୋଲ ଗେଟ୍‍ ନିକଟରେ ଏକ ଟ୍ରକ ଶୋଇଥିବା ସମୟରେ ଶ୍ରମିକଙ୍କ ଉପରେ…
Read More...