Patra electronics
Browsing Tag

elephant

ଫସଲ ସହ ଘରର ପାଚେରୀ ଭାଙ୍ଗିଲେ ହାତୀପଲ

ଖୋର୍ଦ୍ଧା : ବେଗୁନିଆ ବ୍ଲକ ଗୋଡା ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଗ୍ରାମରେ ପଶି ଫସଲ ନଷ୍ଟ କରିବା ସହ ଜଣଙ୍କ ଘରର ପାଚେରୀ ଭାଙ୍ଗି ଦେଇଥିବା ଜଣାପଡିଛି। ହାତୀପଲଙ୍କୁ ନେଇ ସ୍ଥାନୀୟ ଲୋକେ…
Read More...

ଅସୁସ୍ଥ ହାତୀର ମୃତ୍ୟୁ

ଢେଙ୍କାନାଳ: ଶନିବାର ଏକ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଶୁକ୍ରବାର ଢ଼େଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ତୁରଡାନାଳି ଗାଁ ଜଙ୍ଗଲ ନିକଟରୁ ଅସୁସ୍ଥ ଦନ୍ତା ହାତୀକୁ ଉଦ୍ଧାର କରାଯାଇଥିଲା । ହାତୀଟିର ଗୋଡରେ…
Read More...

ହାତୀ ଉପଦ୍ରବ ଜଣେ ମୃତ

ଅନୁଗୁଳ : ଅନୁଗୁଳ ଜିଲା ତାଳଚେର ବନାଞ୍ଚଳ ଦେଉଳବେଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ସକାଳ ସମୟରେ ସେ ନିଜ ଘର ପାଖରେ କାମ…
Read More...

ବିପଦରେ ପୁଣି ଗଜରାଜ; ଅସୁସ୍ଥ ଦନ୍ତା ହାତୀ ଉଦ୍ଧାର

ଢେଙ୍କାନାଳ: ପରଜଙ୍ଗ ବ୍ଳକ ଅନ୍ତର୍ଗତ ଜୁରୁଡାନାଳି ଝିଲି ନିକଟସ୍ଥ ଜଙ୍ଗଲରେ ଏକ କ୍ଷତାକ୍ତ ଦନ୍ତା ହାତୀ ଉଦ୍ଧାର କରାଯାଇଛି । ଗୋଡ଼ରେ କ୍ଷତ ସୃଷ୍ଟି ହୋଇ ରକ୍ତ ଝରୁଥିବା ହାତୀଟି ତଳେ ପଡି ଛଟପଟ ହେବା ସହିତ ଗର୍ଜନ…
Read More...

ପ୍ରଥମ ଥର ସୁନ୍ଦରଗଡ଼ ସହରରେ ପଶିଛି ଦନ୍ତାହାତୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ଅନ୍ତର୍ଗତ ମିଶନ ଛକ ଠାରେ ଥିବା ମିଶନ ଗୀର୍ଜା ପରିସର ମଧ୍ୟକୁ ରବିବାର ସକାଳ ସମୟରେ ଏକ ଦନ୍ତାହାତୀ ପଶି ଆସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ହାତୀଟି ଗୀର୍ଜା ପରିସର ମଧ୍ୟକୁ ଫାଟକ ବାଟେ…
Read More...

ଦନ୍ତାହାତୀ ଆକ୍ରମଣରେ ୩ ଆହତ

ଢେଙ୍କାନାଳ : ଢେଙ୍କାନାଳ ସହର ଭିତରେ ଦନ୍ତାହାତୀର ଉପଦ୍ରବ ଦେଖାଦେଇଛି। ସହର ଭିତରେ ଦନ୍ତା ହାତୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ କୋରିଆଁ ଅଭୟ ମଲ୍ଲିକ ଓ ତାଙ୍କ ୪ ବର୍ଷର ଝିଅ। ନ୍ୟ ଜଣେ ହେଉଛନ୍ତି…
Read More...

ଚମ୍ପୁଆରେ ୧୬ ଘରିଆ ହାତୀପଲଙ୍କ ଉତ୍ପାତ

ଚମ୍ପୁଆ: ଚମ୍ପୁଆରେଞ୍ଜକୁ ଦୀର୍ଘଦିନ ବ୍ୟବଧାନ ପରେ ପୁଣି ହାତୀପଲ ଲେଉଟିଛନ୍ତି। ମୟୁରଭଞ୍ଜର ଆଦିପୁର ଅଞ୍ଚଳରୁ ଏହି ୧୬ଘରିଆ ହାତୀପଲ ଏବେ ନିକଟବର୍ତ୍ତୀ ଗ୍ରାମବାସୀଙ୍କ ପାଇଁ ବିପଦର କାରଣ ହୋଇଛନ୍ତି। ଏହି ହାତୀପଲ…
Read More...

ଆହତ ହାତୀର ଚିକିତ୍ସା ଜାରି

କଙ୍କଡ଼ାହାଡ଼ : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଗଡ଼ପଳାଶୁଣି ଗ୍ରାମର ଟାଙ୍ଗିରି ଗ୍ରାମ ଜଙ୍ଗଲରେ ଆହତ ଦନ୍ତା ହାତୀର ଚିକିତ୍ସା ଚାଲିଛି। ଭୁବନେଶ୍ୱର ଓ.ୟୁ.ଟି ସ୍ଥିତ ପ୍ରାଣୀ ଚିକିତ୍ସକ ହାତୀକୁ ଟ୍ରାଙ୍କୁଲାଇଜ କରି…
Read More...

ସୁନ୍ଦରୀକୁ ଜଗିବେ ହାତୀ

ଦ୍ୱାରଶୁଣି /ବଡ଼ସାହି : ଶିମିଳିପାଳରୁ ଦୁଇଟି ପୋଷା ହାତୀକୁ ସାତକୋଶିଆ ପଠାଯାଇଛି। ଲୋକମାନେ ଏହାକୁ ବିରୋଧ କରିଥିବା ଜଣାପଡ଼ିଛି। ଅନୁଗୁଳ ଜିଲା ସାତକୋଶିଆରେ ଥିବା ବାଘୁଣୀ ‘ସୁନ୍ଦରୀ’ ଉପରେ ନଜର ରଖିବା ପାଇଁ ବନ ବିଭାଗ…
Read More...

ସେବାଶ୍ରମରେ ହାତୀପଲ

ବାରିପଦା : କରଞ୍ଜିଆ ପୁରୁଲିଆରେ ଥିବା ବିଶ୍ୱବନ୍ଧୁ ସେବାଶ୍ରମରେ ହାତୀପଲ ପଶିଛନ୍ତି। ସୂଚନା ଅନୁଯାୟୀ, ହାତୀମାନେ ସେବାଶ୍ରମର ପାଚେରୀ ଭାଙ୍ଗିବା ସହ ୨ଟି ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ରୋଷେଇ ଘରର କାନ୍ଥ ଭାଙ୍ଗି…
Read More...