Browsing Tag

editorial

ସାଧାରଣ ବର୍ଗ ସଂରକ୍ଷଣର କିଛି ବିସଙ୍ଗତି

ବିଜନ କୁମାର ମହାପାତ୍ର ସଂସଦରେ ଗୃହୀତ ହୋଇଛି ସବର୍ଣ୍ଣ ବା ସାଧାରଣ ବର୍ଗ ସଂରକ୍ଷଣ ସଂପର୍କିତ ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହା ଆଇନରେ ପରିଣତ ହୋଇସାରିଛି। ନିର୍ବାଚନ ବର୍ଷରେ…
Read More...

‘ଜୟ ଅନୁସନ୍ଧାନ’ ପରେ?

ଗଙ୍ଗାଧର ସାହୁ କୌଣସି ଜିନିଷର ଜୟଗାନ କରିବା ଅର୍ଥ ତା’ର ବିଜୟ କାମନା କରିବା ଓ ସ୍ୱାଗତ କରିବା । ‘ଜୟ ଅନୁସନ୍ଧାନ’ର ମାନେ ମଧ୍ୟ ସେୟା। ଅନୁସନ୍ଧାନମାନେ ଗବେଷଣାତ୍ମକ ଜ୍ଞାନ। ‘ଜୟ ଅନୁସନ୍ଧାନ’ ଅର୍ଥ ଗବେଷଣାତ୍ମକ…
Read More...

ମର୍ତ୍ତ୍ୟର ଭଗବାନ

ଶ୍ରାବସ୍ତିର ସଂଭ୍ରାନ୍ତ ବର୍ଗର ଲୋକମାନଙ୍କ ପାଇଁ ସୁଗନ୍ଧିତ ଫୁଲର ମାଳା ଯୋଗାଉଥିବା ମଲ୍ଲିକାର ପିତା ଅହରହ ଭାବୁଥିଲେ ତାଙ୍କ ଭଳି ଦରିଦ୍ର ପରିବାରରେ ଏତେ ସୁନ୍ଦର ଝିଅ ଜନ୍ମହେଲା କାହିଁକି? ଝିଅର ଭବିଷ୍ୟତ ନେଇ ପିତା…
Read More...

ନିରଙ୍କୁଶ ପ୍ରଭୁତ୍ବ?

ପରିଶେଷରେ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ଅସମ୍ମାନଜନକ ଅପସାରଣ ପୁଣିଥରେ ପ୍ରମାଣିତ କରିଦେଲା ଯେ ସଂଗଠିତ ସରକାରୀ ଶକ୍ତି ଓ କ୍ଷମତା ରାଜନୀତି ପାଖରେ ଜଣେ ଅଧିକାରୀ ଲଢ଼ି ସଫଳ ହେବାର ସମ୍ଭାବନା କମ୍‌।…
Read More...

ବୟସର ବୋଝ

ସମୟ ଗଡ଼ିବା ସହିତ ମଣିଷର ବୟସ ବଢ଼େ। ତେବେ ବ୍ୟକ୍ତିସ୍ତରରେ ଏ ବୟସବୃଦ୍ଧିର ତ ପ୍ରଭାବ ପଡ଼େ, ସାମଗ୍ରିକ ସ୍ତରରେ ଅର୍ଥାତ ରାଜ୍ୟ ବା ଦେଶକୁ ମଧ୍ୟ ଏହା ପ୍ରଭାବିତ କରିଥାଏ। ନୂଆବର୍ଷର ପ୍ରଥମ ଦିନରେ ଆମ ଦେଶରେ ୬୯,୯୪୪…
Read More...

ଦୂରଗାମୀ ବସ୍‌ରେ ଶୌଚକର୍ମ ସଂକଟ

ପ୍ରଭାସ ଆଚାର୍ଯ୍ୟ କିଛିଦିନ ତଳେ ‘ସମାଜ’ର ସଂପାଦକୀୟ ପୃଷ୍ଠାର ଦ୍ବିତୀୟ ପ୍ରବନ୍ଧଭାବେ ଏକ ଲେଖା ସ୍ଥାନିତ ହୋଇଥିଲା। ତାହାର ଶିରୋନାମା ଥିଲା ‘ସଂକଟରେ ଏକ....ଦୁଇ’। ଝାଡ଼ା ବା ପରିସ୍ରା ଲାଗିଲେ ଓଡ଼ିଶାର ବସ୍‌…
Read More...

କୃଷିଋଣ ଛାଡ଼ ଓ ‘କାଳିଆ’ ଯୋଜନା

ଦିବାକର ନାୟକ ଜାତୀୟ ସ୍ତରରେ ବିଭିନ୍ନ କୃଷକ ସଂଗଠନ କୃଷିର ସମସ୍ୟା ସହିତ କୃଷିଜାତ ଦ୍ରବ୍ୟଗୁଡ଼ିକର ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ବୃଦ୍ଧି ପାଇଁ ଆନ୍ଦୋଳନ କରି ଆସୁଛନ୍ତି। ଓଡ଼ିଶାରେ ନବ ନିର୍ମାଣ କୃଷକ…
Read More...

ସଂରକ୍ଷଣ ଭେଳିକି

ସାଧାରଣ ନିର୍ବାଚନ ପାଇଁ ଆଉ କିଛି ମାସ ବାକିଥିବାବେଳେ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିକୁ ନିର୍ବାଚନ କଷଟିରେ ପରୀକ୍ଷା କରାଯିବା ଏକ ସ୍ବାଭାବିକ କଥା। ସେହି ଦୃଷ୍ଟିରୁ ମୋଦୀ ସରକାରଙ୍କ ସାଧାରଣ ବର୍ଗର ଆର୍ଥିକ ଦୁର୍ବଳ…
Read More...

ସାମାଜିକ ଗଣମାଧ୍ୟମରେ ସାହିତ୍ୟ

ସୁଲଗ୍ନା ମହାନ୍ତି ସାମାଜିକ ଗଣମାଧ୍ୟମ ସାହିତ୍ୟକୁ ନଷ୍ଟ କରୁଛି, ଏଇ କଥାଟି ବୋଧହୁଏ ପଚାଶ ଜଣ ବଡବଡିଆଙ୍କଠୁ ଶୁଣିସାରିଥିବି । ତେବେ ଏଭଳି ମତ ପାଇଁ ମୁଁ ସେମାନଙ୍କୁ ଦାୟୀ କରୁନି। ବୋଧହୁଏ ଦାୟୀ କେବଳ ସମୟ । ଆଜିର…
Read More...