Browsing Tag

died

୨୦୦୬ ମୁମ୍ବଇ ଟ୍ରେନ ବିସ୍ଫୋରଣ: ଅନ୍ୟତମ ଦୋଷୀସାବ୍ୟସ୍ତର କରୋନାରେ ମୃତ୍ୟୁ

ନାଗପୁର: ମୁମ୍ବଇରେ ୨୦୦୬ ଜୁଲାଇ ୧୧ରେ ଘଟିଥିବା ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ଦୋଷୀସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡରେ ଦଣ୍ଡିତ କମଲ ଆନ୍‍ସାରୀଙ୍କର କୋଭିଡ ସଂକ୍ରମଣରେ ମୃତ୍ୟୁ ଘଟିଛି। ମୁମ୍ବଇର ମାଟୁଙ୍ଗା ଷ୍ଟେସନରେ…
Read More...

କୋରାନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ ତାରିଣୀ ପ୍ରସାଦ

ଫୁଲବାଣୀ : ରାଜ୍ୟରେ କରୋନା ଯୁଦ୍ଧରେ ହାରିଗଲେ ପୁଣିଜଣେ ସାମ୍ବାଦିକ ତାରିଣୀ ପ୍ରସାଦ ପାଢୀ। ଆଜି ସକାଳ ୭ ଘଟିକା ସମୟରେ ଭୁବନଶ୍ୱେର କିମସ କୋଭିଡ କେୟାର ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ଘଟିଛି। ଏନେଇ…
Read More...

ଖରାପ ପାଗ ଯୋଗୁଁ ଚାର୍ଟାର୍ଡ ​​ବିମାନ ଦୁର୍ଘଟଣାଗ୍ରସ୍ତ, ୨୧ ବର୍ଷୀୟ ଟ୍ରେନିଂ ପାଇଲଟଙ୍କ ମୃତ୍ୟୁ

ଆଜମଗଡ : ସୋମବାର ଦିନ ପ୍ରାୟ ୧୧ଟା ରେ ଉତ୍ତରପ୍ରଦେଶର ଆଜମଗଡ ଜିଲ୍ଲାରେ ଏକ ଚାର୍ଟାର୍ଡ ​​ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଟ୍ରେନିଂ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାଗ୍ରସ୍ତ ବିମାନର ଛୋଟ…
Read More...

ଆମେରିକାରେ ଓଡିଆ ଖ୍ରୀଷ୍ଟିୟାନ ଆଚାର୍ଯ୍ୟଙ୍କ ଦେହାନ୍ତ

ଫୁଲବାଣୀ : ଆମେରିକାର ନ୍ୟୁୟର୍କରେ ରହୁଥିବା ଓଡିଆ ଖ୍ରୀଷ୍ଟିୟାନ ଆଚାର୍ଯ୍ୟ ତଥା ଧର୍ମ ପ୍ରଚାରକ ବ୍ରାଉନ ନାୟକଙ୍କର ଗତ ଅଗଷ୍ଟ ୧୫ ତାରିଖରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।…
Read More...

କରୋନା ସଂକ୍ରମଣରେ ଦିଲ୍ଲୀ ଏମ୍ସର ପୂର୍ବତନ ଅଧ୍ୟକ୍ଷଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଜେ.ଏନ୍ ପାଣ୍ଡେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ସେ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ…
Read More...