Browsing Tag

chenai news update odia news

ବାତ୍ୟା ‘ମିଗ୍‌‌ଜୋମ’ ; ଚେନ୍ନାଇରେ ମୃତ୍ୟୁ ସଂଖ୍ୟା ୧୭

ଚେନ୍ନାଇ : ବାତ୍ୟା ମିଗ୍‌‌ଜୋମ୍‌‌ର ପ୍ରଭାବରେ ଚେନ୍ନାଇରେ ପରିସ୍ଥିତି ବେହାଲ ହୋଇପଡିଛି। ଏବେ ମଧ୍ୟ ଚେନ୍ନାଇରେ ଜଳ ଦୁର୍ଦ୍ଦଶା ଜାରି ରହିଛି। ରାସ୍ତାରେ ପାଣି ଲହଡି ଭାଙ୍ଗୁଥିବା ବେଳେ ଅଧିକାଂଶ ସ୍ଥାନରେ ପାଣି ପଶି…
Read More...

ଚେନ୍ନାଇରେ ‘ମିଗଜୋମ୍‌‌’ ପ୍ରଭାବ ; ସମସ୍ତ ଶିକ୍ଷାନୁଷ୍ଠାନ,ବ୍ୟାଙ୍କ କାର୍ଯ୍ୟାଳୟ ବନ୍ଦ

ଚେନ୍ନାଇ : ବାତ୍ୟା ମିଗଜୋମ୍‌‌ ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ପାଣି ଜମିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଚାରି ଆଡେ ପାଣି ଜମିବା ସହ ରାସ୍ତାରେ ଗାଡି ଗୁଡିକ ଭାସୁ ଥିବା…
Read More...