ଟଙ୍କା ଜମା ପାଇଁ ଯିବାକୁ ପଡିବନି ବ୍ୟାଙ୍କ: ଖୁବଶୀଘ୍ର ୟୁପିଆଇ ଜରିଆରେ ଡିପୋଜିଟ୍ ହେବ ଟଙ୍କା
ନୂଆଦିଲ୍ଲୀ : ଟଙ୍କା ଜମା ପାଇଁ ଆଉ ବ୍ୟାଙ୍କ ଧାଇଁବାକୁ ପଡିବନି। ବ୍ୟାଙ୍କଠାରୁ ଦୂରରେ ରହିଥିଲେ ମଧ୍ୟ ଟଙ୍କା ଡିପୋଜିଟ୍ କରିପାରିବେ। ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୟୁପିଆଇକୁ ନେଇ ଏକ ବଡ ଘୋଷଣା କରିଛି।…
Read More...
Read More...