Browsing Tag

breaking news on line odisha

ମେଲବର୍ଣ୍ଣରେ ଆତଙ୍କବାଦୀ ଆକ୍ରମଣ, ଜଣେ ମୃତ ୨ ଆହତ

ସିଡ୍‌ନୀ .- ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଆତଙ୍କବାଦୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଏହାକୁ ମେଲବର୍ଣ୍ଣ ପୁଲିସ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ କରିଛି । ଆକ୍ରମଣକାରୀ…
Read More...

ମଡେଲ୍‌ଙ୍କ ପାଇଁ ପତ୍ନୀକୁ ହତ୍ୟା କରିବାକୁ  ୧୦ ଲକ୍ଷ ଟଙ୍କାର ସୁପାରୀ

ନୂଆଦିଲ୍ଲୀ . -  ଜଣେ ମଡେଲ୍‌ଙ୍କୁ ପ୍ରେମକରିବା ପରେ ଶିକ୍ଷୟତ୍ରୀଥିବା ପତ୍ନୀଙ୍କୁ  ହତ୍ୟା କରିବା ପାଇଁ ହତ୍ୟାକାରୀ ପତ୍ନୀ ଜଣେ  ପେଷାଦାର ଅପରାଧୀକୁ ୧୦ ଲକ୍ଷ ଟଙ୍କା ସୁପାରୀ ଦେଇଥିଲା । ଦଶ ଲକ୍ଷ ଟଙ୍କା ସୁପାରୀ…
Read More...

ତେଜପ୍ରତାପଙ୍କ ଚିନ୍ତାରେ ବିଗିଡିଲାଣି ଲାଲୁଙ୍କର ସ୍ୱାସ୍ଥ୍ୟାବସ୍ଥା

ପାଟଣା . – ଲାଲୁ ପ୍ରତାପ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ବିବାହର କିଛି ଦିନ ପରେ ନିଜ ପତ୍ନୀଙ୍କୁ ଛାଡ ପତ୍ର ଦେବାପାଇଁ ଆବେଦନ କରିଛନ୍ତି । ସେ  ଉତ୍ତର ମେରୁ ହୋଇଥିବାବେଳେ ତାଙ୍କ ପତ୍ନୀ ଐଶ୍ୱର୍ୟା ଦକ୍ଷିଣ ମେରୁ…
Read More...

ଭାରତ-ଚୀନ୍‌ ସୀମାରେ ସେନାର ଯବାନଙ୍କ ସହ ଦୀପାବଳି ପାଳନ କଲେ ମୋଦି

ନୂଆଦିଲ୍ଲୀ . – ଭାରତ ଚୀନ ସୀମାରେ ଭାରତୀୟ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପାଳନ କରିଛନ୍ତି । ଉତ୍ତରାଖଣ୍ଡରେ ଥିବା କେଦାରନାଥ ମନ୍ଦିରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ କେଦାରନାଥଙ୍କ ଦର୍ଶନ…
Read More...

କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦି

କେଦାରନାଥ .-  ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥଙ୍କୁ ଦର୍ଶନ କରିଛନ୍ତି । ବୁଧବାର ସକାଳେ  ପ୍ରଧାନମନ୍ତ୍ରୀ  କେଦାରନାଥରେ ପହଞ୍ଚିଥିଲେ । ୨୦୧୩ ବାଦଲଫଟା ବର୍ଷା ଓ ବନ୍ୟାପରେ ସେଠାରେ କରାଯାଉଥିବା…
Read More...

ପାକିସ୍ତାନର ସମସ୍ତ ବ୍ୟାଙ୍କକୁ  ହ୍ୟାକ କଲେ ହ୍ୟାକର

ଇସଲାମାବାଦ . -  ପାକିସ୍ତାନର ସମସ୍ତ ବ୍ୟାଙ୍କକୁ ହ୍ୟାକ କରାଯାଇଥିବା ସୂଚନା ମିଳିଛି । ସମସ୍ତ ବ୍ୟାଙ୍କର ସର୍ଭର ଓ ଡାଟାବେସ୍‌କୁ ହ୍ୟାକ କରାଯାଇଛି ।  ଏଥିପାଇଁ ପାକିସ୍ତାନର କେତ ବ୍ୟାଙ୍କ କ୍ରେଡିଟ୍‌ ଓ ଡେବିଟ୍‌…
Read More...

ଫୈଜାବାଦ ହେବ ଅଯୋଧ୍ୟା,ଦୀପତ୍ସୋବରେ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା

ଅଯୋଧ୍ୟା . – ଅଯୋଧ୍ୟାରେ ଧୂମଧାମରେ ଦୀପୋତ୍ସୋବ ପାଳନ କରାଯାଇଛି । ଏଥିରେ ଯୋଗୀ ଆଦିତ୍ୟନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।  ଆହ୍ଲାବାଦର ନାମ ପ୍ରୟାଗରାଜ କରିବାକୁ ଘୋଷଣା କରିବାର କିଛି ଦିନପରେ ଫୈଜାବାଦର ନାମ…
Read More...

ଆମାଜନ୍‌ ୨,୫୦୦ କୋଟି ଟଙ୍କା ଦେଇ ବିଗ୍‌ ବଜାର-ଫ୍ୟୁଚର ଗ୍ରୁପର ୯.୫ ପ୍ରତିଶତ ଅଂଶଧନ କିଣିବ!

ନୂଆଦିଲ୍ଲୀ . – ଆମାଜନ୍‌ ଏବେ ଭାରତରେ ରିଟେଲ୍‌ ବଜାରରେ ପ୍ରବେଶ କରିବ । ଏଥିପାଇଁ ଫ୍ୟୁଚର ଗ୍ରୁପର ୯.୫ ପ୍ରତିଶତ ଅଂଶଧନକୁ ଆମାଜନ୍‌ ୨,୫୦୦ କୋଟି ଟଙ୍କା ଦେଇ କିଣିବ ବୋଲି ଜଣା ପଡିଛି ।  ଫ୍ୟୁଚର ଗ୍ରୁପର ବିଗ୍‌ବଜାର…
Read More...

ଧରାପଡିଲା ସଚିବାଳୟରେ ପଶିଥିବା ଚିତାବାଘ

ଗାନ୍ଧୀନଗର . -  ଗୁଜୁରାଟ  ସଚିବାଳୟରେ ରବିବାର ବିଳମ୍ବିତ ରାତ୍ରରେ ପ୍ରବେଶ କରିଥିବା ଚିତାବାଘକୁ ସେଠାକାର ବନ ବିଭାଗ କାବୁ କରିବାରେ ସକ୍ଷମ ହୋଇଛି।  ସିସି ଟିଭି କ୍ୟାମେରାରେ ଚିତାବାଘ ପଶିଥିବା ସ୍ପଷ୍ଟ ହୋଇଥିଲା ।…
Read More...

ଭାରତ  ଓ ନେପାଳ ମଧ୍ୟରେ ବ୍ରଡ ଗେଜରେ ଚାଲିବ ପ୍ରଥମ ଯାତ୍ରୀବାହୀ ଟ୍ରେନ

ନୂଆଦିଲ୍ଲୀ .- ଭାରତ ଓ ନେପାଳ ମଧ୍ୟରେ ବ୍ରଡ ଗେଜ୍‌ରେ ପ୍ରଥମ ଯାତ୍ରୀ ବାହୀ ଟ୍ରେନ ଚଳା ଚଳ କରିବା ଆରମ୍ଭ କରିବ । ଡିସେମ୍ବର ମାସରୁ ଏହି ଟ୍ରେନ ଚଳାଚଳ କରିବା ଆରମ୍ଭ କରିବ ବୋଲି ସୂଚନା ମିଳିଛି ।  ବିହାରର ଜୟ ନଗରରୁ…
Read More...