ପୁଣି ବଢିଲା ବସ୍ ଭଡ଼ା Samaja Digital (PM) Mar 4, 2021 ଭୁବନେଶ୍ବର: ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବସ୍ ଭଡ଼ା ପୁଣି ଥରେ ବୃଦ୍ଧି ପାଇଛି। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୫ ପଇସା ବଢିଛି। ଅର୍ଡିନାରୀ ବସ୍ ଭଡ଼ା ୮୦ ପଇସା ଥିଲା କିନ୍ତୁ ଏବେ ୮୫… Read More...