ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) May 24, 2024 ଅବପାତରେ ପରିଣତ ହେଲା ଲଘୁଚାପ.. ୨୪ଘଣ୍ଟାରେ ଅଧିକ ଘନୀଭୂତ ହୋଇ ୨୫ରେ ନେବ ବାତ୍ୟା ରୂପ.. ୨୬ରେ ନେଇପାରେ ଭୀଷଣ ବାତ୍ୟା ରୂପ.. ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା.. ମେ ୨୬ରେ ପ୍ରକାଶ… Read More...