www.samajalive.in
Friday, December 5, 2025
23.1 C
Bhubaneswar

ରାଶି ଅନୁଯାୟୀ ରାକ୍ଷୀ ପୂର୍ଣ୍ଣିମାରେ ଭାଇଙ୍କୁ ଖୁଆନ୍ତୁ ପସନ୍ଦର ମିଠା

ଚଳିତ ବର୍ଷ ଅଗଷ୍ଟ ୩ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀଟି ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ଦୀର୍ଘାୟୁର କମାନା କରନ୍ତି। ଏହି ଦିନରେ ଯଦି ଆପଣ ନିଜ ଭାଇଙ୍କୁ ରାଶି ଅନୁଯାୟୀ ମିଠା ଖୁଆଇବେ, ତେବେ ଆପଣଙ୍କ ସମ୍ପର୍କରେ ସର୍ବଦା ମଧୁରତା ରହିବ। ଜାଣନ୍ତୁ ରାଶି ଅନୁଯାୟୀ ଭାଇଙ୍କ ପାଇଁ ମିଠା ପ୍ରସ୍ତୁତ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ମିଠା।
ମେଷ – ନିଜ ଭାଇଙ୍କୁ ମାଲପୁଆ ପ୍ରସ୍ତୁତ କରି ଖୁଆନ୍ତୁ। ଲାଲ ରଙ୍ଗର ମିଠା ମଧ୍ୟ ଖୁଆଇପାରିବେ।
ବୃଷ ରାଶି – ଭାଇଙ୍କୁ ଧଳା ରଙ୍ଗର ମିଠା ଖୁଆନ୍ତୁ। ଖିରୀ ମଧ୍ୟ ଖୁଆଇପାରିବେ।
ମିଥୁନ ରାଶି – ଭାଇଙ୍କୁ ବେସନରେ ପ୍ରସ୍ତୁତ ମିଠା ଖୁଆନ୍ତୁ। ହଳଦୀ ରଙ୍ଗର ଅନ୍ୟ ମିଠା ମଧ୍ୟ ଖୁଆଇପାରିବେ।
କର୍କଟ ରାଶି – ଭାଇଙ୍କୁ ରାବିଡ଼ି ଖୁଆନ୍ତୁ।
ସିଂହରାଶି – ହଳଦିଆ ରଙ୍ଗର ମିଠା ଖୁଆନ୍ତୁ।
କନ୍ୟା ରାଶି – ବେସନର ଲଡ଼ୁ ଖୁଆନ୍ତୁ।
ତୁଳା ରାଶି – ହଲୱା ପ୍ରସ୍ତୁତ କରି ଖୁଆନ୍ତୁ।
ବିଛା ରାଶି – ଗୁଡ଼ରେ ପ୍ରସ୍ତୁତ ମିଠା ଖୁଆନ୍ତୁ। ଲାଲ ରଙ୍ଗର ମିଠା ମଧ୍ୟ ଖୁଆଇ ପାରିବେ।
ଧନୁ ରାଶି – ରସୋଗଲା ଖୁଆନ୍ତୁ।କେସରରେ ପ୍ରସ୍ତୁତ ମିଠା ମଧ୍ୟ ଖୁଆଇପାରିବେ।
ମକର ରାଶି – ଗୋଲାପଜାମୁ ଖୁଆନ୍ତୁ।
କୁମ୍ଭ ରାଶି – କାଲାକନ୍ଦ ଖୁଆନ୍ତୁ।
ମୀନ ରାଶି – ଖିରରେ ପ୍ରସ୍ତୁତ କେକ ଖାଆନ୍ତୁ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories