www.samajalive.in
Wednesday, December 10, 2025
26.1 C
Bhubaneswar

ଶ୍ରୀଜୀଉଙ୍କ ‘ସୁନାବେଶ’ ; ବଡ଼ ଦାଣ୍ଡରେ ଜନ ସମୁଦ୍ର

ପୁରୀ : କୋଟି ବ୍ରହ୍ମାଣ୍ଡର ମଉଡ଼ମଣି ଜଗତରନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରାର ମାହାର୍ଘ ମୁହୂର୍ତ୍ତ। ଶ୍ରୀକ୍ଷେତ୍ର ପୁରୀରେ ମହଣ ମହଣ ସୁନାରେ ସଜେଇ ହୋଇ ‘ସୁନାବେଶ’ରେ ଭକ୍ତଙ୍କୁ ଶ୍ରୀଜୀଉମାନେ ଦର୍ଶନ ଦେଉଛନ୍ତି । ରାଜ୍ୟର କୋଣ ଅନୁକୋଣ ତଥା ଦେଶ ବିଦେଶରୁ ଅସଂଖ୍ୟ ଶ୍ରଦ୍ଧାଳୁ ଓ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି। ବଡ଼ଦାଣ୍ଡରେ ଏକ ଭିନ୍ନ ଓ ନିଆରା ବାତାବରଣ ସୃଷ୍ଟି ହୋଇଛି। ଚକ୍‍ ମକ୍‍ ଉଜ୍ଜ୍ୱଳ ଆଲୋକରେ ଝଲସି ଉଠୁଛନ୍ତି ଦିଅଁ। ଭକ୍ତ ଓ ଭଗବାନଙ୍କ ମିଳନ ପର୍ବରେ ସମସ୍ତେ ଏକାକାର ହୋଇ ଉଠିଛନ୍ତି । ବଡ଼ ଦାଣ୍ଡରେ ଜନ ସମୁଦ୍ର ଭଳି ପରିବେଶ ସୃଷ୍ଟି ହୋଇଛି।

 www.samajalive.inରେ ମହାପ୍ରଭୁଙ୍କ ସୁନାବେଶର ସିଧା ପ୍ରସାରଣ କରାଯାଉଛି । ଆସନ୍ତାକାଲି ରବିବାର ‘ଅଧରପଣା’ ନୀତିର ସିଧା ପ୍ରସାରଣ ସନ୍ଧ୍ୟା  ୭ଟାରୁ ରାତି ୧୦ଟା ଏବଂ ସୋମବାର ନିଳାଦ୍ରି ବିଜେ’ର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି । ଦିନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ www.samajalive.inରେ ଏହାର ସିଧା ପ୍ରସାରଣ  କରାଯିବ। 

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories