ଯାଜପୁର : ଯାଜପୁର ଜିଲା ଏନଏଚ୍-୫୩ ସୁକିନ୍ଦା ଥାନା ମଙ୍ଗଳପୁର ରାସ୍ତାରେ ଟ୍ରକ୍ ଧକ୍କାରେ ଜଣେ ତୃତୀୟ ଶ୍ରେୀଣୀ ଛାତ୍ରୀର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଟ୍ରକ ଚାଳକକୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିବା ସହ କ୍ଷତିପୁରଣ ଦାବିରେ ସୋମବାର ସୁକିନ୍ଦା କାମାକ୍ଷାନଗର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଆହତ ଗାଡ଼ି ଚାଳକକୁ କଟକ ବଡ଼ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରିଯାଇଛି।
Popular Categories



