www.samajalive.in
Saturday, December 6, 2025
26.1 C
Bhubaneswar

ଅଲ୍‌ଟିମେଟ୍‌ ଖୋଖୋ-୨, ଓଡ଼ିଶା ଜଗରନଟ୍‌ସ ତୃତୀୟ

କଟକ: ଜବାହରଲାଲ ନେହରୁ ଇନଡୋର ଷ୍ଟାଡ଼ିୟମରେ ଆୟୋଜିତ ଅଲ୍‌ଟିମେଟ୍‌ ଖୋଖୋ-୨ରେ ଗୁଜରାଟ ଜାଏଣ୍ଟ୍‌ସ ବିଜେତା ଆଖ୍ୟା ଅର୍ଜନ କରିଛି। ସେହିପରି ଚେନ୍ନଇ କ୍ବିକ୍‌ଗନ୍‌ସ ଉପବିଜେତା ଓ ଓଡ଼ିଶା ଜଗରନଟ୍‌ସ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲରେ ଗୁଜରାଟ ଜାଏଣ୍ଟ୍‌ସ ୫ ପଏଣ୍ଟ ୩୧-୨୬ ପଏଣ୍ଟରେ ଚେନ୍ନଇ କ୍ବିକ୍‌ଗନ୍‌ସକୁ ପରାସ୍ତ କରି ପ୍ରଥମ ଥର ବିଜେତା ହୋଇଛି।

ଅନ୍ୟପକ୍ଷରେ ସେମିଫାଇନାଲରେ ପରାଜିତ ଦୁଇ ଦଳ ଓଡ଼ିଶା ଜଗରନଟ୍‌ସ ଓ ତେଲୁଗୁ ଯୋଦ୍ଧାସ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଖେଳାଯାଇଥିଲା। ଏଥିରେ ଓଡ଼ିଶା ଜଗରନଟ୍‌ସ ୮ ପଏଣ୍ଟ ୩୨-୨୪ ରେ ତେଲୁଗୁ ଯୋଦ୍ଧାସକୁ ପରାସ୍ତ କରି ତୃତୀୟ ସ୍ଥାନ ହାସଲ କରିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories