କଣିହାଁ: ଏନଟିପିସି କଣିହାଁ ପ୍ଲାଣ୍ଟ ଭିତରୁ ୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରିଛି କଣିହାଁ ବନ ବିଭାଗ। ପ୍ଲାଣ୍ଟ ଭିତରେ କାମ କରୁଥିବା ଶ୍ରମିକମାନେ ଉକ୍ତ ସାପକୁ ଦେଖି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ପରେ ଖବର ପାଇ କଣିହାଁ ରେଞ୍ଜର ନୀଳମଣି ଦେହୁରୀ ସାପ ଧରାଳିଙ୍କ ସହାୟତାରେ ପ୍ଲାଣ୍ଟ ଭିତରୁ ଅଜଗର ସାପକୁ ଧରିବା ସହ ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ ।
Popular Categories



