www.samajalive.in
Monday, December 8, 2025
17.1 C
Bhubaneswar

ଶୋଇବାର ସଠିକ୍ ଶୈଳୀ

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଦିନକୁ ୭ରୁ ୮ ଘଣ୍ଟା ଶୋଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ସେହିପରି ଉତ୍ତମ ନିଦ ପାଇଁ ମଧ୍ୟ ସଠିକ୍ ଶୈଳୀରେ ଶୋଇବା ନିହାତି ଆବଶ୍ୟକ । କାରଣ ଶୋଇବା ଶୈଳୀ ଆପଣଙ୍କ ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଶୋଇଲେ ଆପଣଙ୍କ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ।  

ଆଣ୍ଠୁ ତଳେ ତକିଆ: କିଛି ଲୋକ ଆଣ୍ଠୁ ତଳେ ତକିଆ ରଖି ଶୋଇଥିବା ନିଶ୍ଚୟ ଦେଖିଥିବେ । ଆଣ୍ଠୁ ତଳେ ତକିଆ ରଖି ଶୋଇବା ଦ୍ବାରା ଥକ୍କାପଣରୁ ଆରମ ମିଳେ ।

- Advertisement -

ଦୁଇ ଆଣ୍ଠୁ ତଳେ: ଋତୁସ୍ରାବ ବେଳେ ପିଠିରେ ସମସ୍ୟା ଦେଖା ଦେବା ସହ ଗୋଡ ବିନ୍ଧା ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇ ଦୁଇ ଆଣ୍ଠୁ ତଳେ ତକିଆ ରଖି ଶୋଇ ପାରିବେ । ଏହା ଦ୍ବାରା ପିଠି ଓ ପାଦ ଉଭୟକୁ ଆରମ ମିଳିବ।

pic courtesy Dailyhunt

ମୁଣ୍ଡ ତଳେ ଦୁଇଟି ତକିଆ: ବହୁତ ଲୋକ ମୁଣ୍ଡ ତଳେ ଦୁଇଟି ତକିଆ ରଖି ଶୋଉଥିବା ଦେଖିବାକୁ ମିଳେ । ସାଇନସ ରୋଗୀ ପାଇଁ ଏଭଳି ଶୈଳୀରେ ଶୋଇବା ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କ ଏହି ସମସ୍ୟା ରହିଛି ତେବେ ଦୁଇଟି ତକିଆ ମୁଣ୍ଡ ତଳେ ଦେଇ ଶୁଅନ୍ତି । ମୁଣ୍ଡ ଉଚ୍ଚାରେ ରହିଲେ ଆରମ ମିଳିବ ।

ଓଲଟା ଶୋଇବା: ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଓଲଟା ବା ପେଟେଇ ଶୋଇବା ଉଚିତ୍ । ଏହା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories