ପାଣିପାଗ ବିଭାଗର ସଦ୍ୟତମ ସୂଚନା-ବାତ୍ୟା ଯାଉଛି ବଙ୍ଗ!
ଭୁବନେଶ୍ବର: ଓଡ଼ିଶାକୁ ଛୁଇଁବନି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା। ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବା ଆକଳନ କରାଯାଇଛି। ବାତ୍ୟା ସମ୍ପର୍କରେ ପାଣିପାଗ ବିଭାଗର ସଦ୍ୟତମ ଟୁଇଟ କରି କୁହାଯାଇଛି ଯେ ଲଘୁଚାପଟି ଆସନ୍ତାକାଲି ଅବପାତ ଓ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ। ବାତ୍ୟାରେ ରୂପାନ୍ତର ପରେ ଉତ୍ତର-ଉତ୍ତରପୂର୍ବକୁ ଦିଗ ବଦଳାଇବ। ଓଡ଼ିଶା ଉପକୂଳରୁ କିଛି ଦୂରରେ ରହି ବଙ୍ଗ ମୁହାଁ ହେବ ବାତ୍ୟା। ୨୫ ସୁଦ୍ଧା ପଶ୍ଚିମବଙ୍ଗ-ବାଙ୍ଗଲାଦେଶ ଉପକୂଳ ପାଖରେ ପହଞ୍ଚିବ ବୋଲି କୁହାଯାଇଛି।
Yesterday’s LPA over north Andaman Sea & SE BoB persisted over the same region in the morning of 21st . To intensify into a cyclonic storm over WC and adjoining EC BoB by 24th Oct. Thereafter, move N-NE and reach near WB – Bangladesh coasts on 25th Oct, skirting Odisha coast. pic.twitter.com/hnpCtj512o
— India Meteorological Department (@Indiametdept) October 21, 2022
Comments are closed.