www.samajalive.in
Monday, December 8, 2025
27.1 C
Bhubaneswar

ଇଞ୍ଜିନ ଖରାପ ଯୋଗୁଁ ସମୁଦ୍ର ମଝିରେ ଫସିଲା ଜାହାଜ

ପାରାଦ୍ଵୀପ: ସମୁଦ୍ର ମଝିରେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ‘କୌସ୍ତୁଭ’ ଖରାପ ହୋଇଯାଇଛି। ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ଥିବା ଜାହାଜ ‘କୌସ୍ତୁଭ’ର ଇଞ୍ଜିନରେ ରଶି ଗୁଡ଼ାଇ ହେବାରୁ ଖରାପ ହୋଇପଡ଼ିଥିବା କୁହାଯାଉଛି। ଖରାପ ହୋଇଥିବା ଜାହାଜଟି କୋଷ୍ଟଗାର୍ଡର ଆଇ ଏନ୍ ଏସ ଅମୋଘ ଜାହାଜ ସାହାଯ୍ୟରେ ଟଣା ହୋଇ ପାରାଦ୍ଵୀପ ବନ୍ଦରକୁ ଆସୁଛି। ଆଜି ସନ୍ଧ୍ୟାରେ ପାରାଦ୍ୱୀପ ବନ୍ଦରରେ ପହଂଚିବ ବୋଲି ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି। ଜାହାଜରେ ୨୫ ଜଣ କର୍ମଚାରୀ ଅଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories