www.samajalive.in
Friday, December 12, 2025
19.1 C
Bhubaneswar

ଆମାଜନ୍ ପ୍ରାଇମରେ ଏହି ଦିନ ରିଲିଜ୍ ହେବ ‘ଶକୁନ୍ତଳା ଦେବୀ’

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’ ଆମାଜନ୍ ପ୍ରାଇମରେ ରିଲିଜ୍ ହେବା ନେଇ ବିଧିବଦ୍ଧ ଘୋଷଣା ହୋଇଯାଇଛି। ସୋନୀ ପିକ୍ଚର୍ସ ନେଟୱର୍କ୍ସ ପ୍ରଡକ୍ସନ୍ସ ଓ ବିକ୍ରମ ମାଲହୋତ୍ରାଙ୍କ ଦ୍ୱାରା ନିର୍ମିତ ‘ଶକୁନ୍ତଳା ଦେବୀ’ର ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମେନନ। ଲକ୍ଡାଉନ କାରଣରୁ ଦେଶର ସମସ୍ତ ସିନେମା ହଲ୍ ବନ୍ଦ ଥିବାରୁ ଏବେ ଅଧିକାଂଶ ନିର୍ମାତା ଫିଲ୍ମଗୁଡ଼ିକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ କରୁଛନ୍ତି। ଏହି କ୍ରମରେ ‘ଶକୁନ୍ତଳା ଦେବୀ’କୁ ଆମାଜନ୍ ପ୍ରାଇମରେ ରିଲିଜ୍ କରିବା ଏକ ବଡ଼ ଘୋଷଣା। ଏହି ବାୟୋପିକ୍କୁ ୩୧ ଜୁଲାଇରେ ରିଲିଜ୍ କରାଯିବ।

ଚଳଚ୍ଚିତ୍ରରେ ବିଦ୍ୟା ବାଲନ ଜଣେ ପ୍ରସିଦ୍ଧ ଭାରତୀୟ ଗଣିତଜ୍ଞଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯିଏ କି ‘ହ୍ୟୁମାନ କମ୍ପ୍ୟୁଟର’ ନାଁରେ ସାରା ବିଶ୍ୱରେ ଲୋକପ୍ରିୟ। ଏଥିରେ ସାନ୍ୟା ମାଲହୋତ୍ରା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories