www.samajalive.in
Sunday, December 7, 2025
13.1 C
Bhubaneswar

ବଡ଼ ପରଦାରେ ପୁଣି ଏକାଠି ନଜର ଆସିବେ ଶାହରୁଖ୍ ଓ ସଲ୍‌ମାନ୍‌

ମୁମ୍ବଇ : ବଲିଉଡ଼ର ବାଦଶାହ ଶାହରୁଖ ଖାନ ଓ ବଲିଉଡର ଭାଇଜାନ ସଲମାନ ଖାନ୍ କିପରି ଗୋଟିଏ ପରଦାରେ ଏକାଠି ନଜର ଆସିବେ ତାହା ଦର୍ଶକମାନଙ୍କର ସବୁବେଳେ ଆଗ୍ରହ ରହିଥାଏ। ପୂର୍ବରୁ ଶାହାରୁଖଙ୍କ ଚଳଚ୍ଚିତ୍ର ‘କୁଛ୍ କୁଛ୍ ହୋତା ହୈ’ ଓ ‘ଓମ୍ ଶାନ୍ତି ଓମ୍’ରେ ସଲାମାନ୍ ଅତିଥି କଳାକାର ଭାବେ ଅଭିନୟ କରିଥିବା ନଜର ଆସିଥିଲେ। ସେହିପରି ସଲ୍‌ମାନ୍‌ଙ୍କ ଫିଲ୍ମ ‘ହର୍ ଦିଲ୍ ଜୋ ପ୍ୟାର କରେଗା’ ଓ ‘ଟ୍ୟୁବଲାଇଟ୍‌’ରେ ଶାହାରୁଖଙ୍କୁ ଦେଖିବାକୁ ମିଳିଥିଲା। ଶେଷଥର ପାଇଁ ଗତ ୨୦୧୮ ଡିସେମ୍ବର ମାସରେ ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’ରେ ଉଭୟଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା। ଏହି ସିନେମା ପରେ ଉଭୟଙ୍କୁ ଏକତ୍ର ଦର୍ଶକମାନେ ଆଉ ବଡ଼ ପରଦାରେ ଦେଖିବାକୁ ପାଇ ନାହାନ୍ତି। ତେବେ ଏବେ ଖବର ଆସିଛି ଯେ, ଶାହରୁଖ ଖାନଙ୍କ ପରବର୍ତ୍ତି ଚଳଚ୍ଚିତ୍ରରେ ଉଭୟ ଏକାଠି ନଜର ଆସିବେ। ଯାହାକୁ ନେଇ ଦର୍ଶକମାନେ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories