ପାଟଣା: ପାଟଣା ସୁଆମ ଶାସନ ଗ୍ରାମରେ ଐତିହାସିକ ରାହାସ ପୂଜା ଅନୁଷ୍ଠିତ ହେଉଛି । ଏଠାରେ ରାଧାକୃଷ୍ଣଙ୍କର ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି କରାଯାଇଛି। ପୁରୋହିତ ଅଲେଖ ଚନ୍ଦ୍ର ତ୍ରିପାଠୀ ଓ ଲୋକନାଥ ମିଶ୍ର କର୍ତ୍ତା ପବନ କୁମାର କରଙ୍କ ଦ୍ୱାରା ରିତିନୀତି ଭାବେ ପୂଜା କାର୍ଯ୍ୟ ଅନୁଷ୍ଠିତ ହେଉଛି। ଏହି ପୂଜା ବୁଧବାରଠାରୁ ଆରମ୍ଭ ହୋଇ ମଙ୍ଗଳବାର ଦିନ ଶେଷ ହେବ। ସର୍ବଶ୍ରୀ ଆର୍ଯ୍ୟ ପ୍ରସାଦ ଦାଶ, ପ୍ରକାଶ ଦାଶ, ଭବତୋଷ ଶତପଥି, ଶକ୍ତି ଶେଖର କର, ତପନ କୁମାର କର, ସିଦ୍ଧାର୍ଥ ଦାଶ, ସମୀର ଦାଶ, ଗିରିଜା ଶଙ୍କର ମିଶ୍ର, ଅରୁଣ କୁମାର ଦାଶ, ଚିରଞ୍ଜିବି ଦାଶ ଏବଂ ଗ୍ରାମର ସମସ୍ତଙ୍କର ସହଯୋଗରେ କୋଭିଡ କଟକଣାକୁ ମାନି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
Popular Categories



