www.samajalive.in
Tuesday, December 9, 2025
16.1 C
Bhubaneswar

ବିଜେଡିରୁ ଇସ୍ତଫା ପରେ ରଘୁନାଥଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେବା ପରେ ରଘୁନାଥ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି ଯେ, ଦଳ ପଥଭ୍ରଷ୍ଟ ହୋଇଛି ସେଥିପାଇଁ ମୁଁ ଦୁଃଖିତ । କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତରେ ଦଳ ପରିଚାଳିତ ହେଉଛି । ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ବରିଷ୍ଠ ନେତାଙ୍କୁ ଆଘାତ ଲାଗିଛି । ଯେଉଁମାନେ ଦଳ ତିଆରି କରିଥିଲେ ସେମାନଙ୍କୁ ବି ଆଘାତ ଲାଗିଛି । ମୁଁ ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲି ଏବଂ ଶୃଙ୍ଖଳିତ ଭାବେ ଦଳ ପାଇଁ କାର୍ଯ୍ୟ କରୁଥିଲି । ବାଲେଶ୍ବର ଜିଲାର ସ୍ବାଭିମାନ ଦୃଷ୍ଟିରୁ ଦଳରୁ ଇସ୍ତଫା ଦେଇଛି । ନିର୍ବାଚନ ଲଢିବାକୁ ନେଇ ମନ ସ୍ଥିର କରିନାହିଁ । ବାଲେଶ୍ବର ନିର୍ବାଚନ ଶେଷ ପର୍ଯ୍ୟାୟରେ ଥିବାରୁ ମୁଁ ଚିନ୍ତା କରିବି । ମୋ ପରିବାରରୁ କେହି ନିର୍ବାଚନ ଲଢିବେ ନାହିଁ ବୋଲି ରଘୁନାଥ ମହାନ୍ତି କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories