www.samajalive.in
Monday, December 8, 2025
27.1 C
Bhubaneswar

୨୦୨୬ ଘୋଷଯାତ୍ରା ବେଳକୁ ସରିବ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ

ପୁରୀ: ଆସନ୍ତାବର୍ଷ ସରିବ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ। ୨୦୨୬ ଘୋଷଯାତ୍ରା ବେଳକୁ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ ସମ୍ପୂର୍ଣ୍ଣ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ଆଜି ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ। ଗୁଣ୍ଡିଚା ମନ୍ଦିର ରୋଷଘର ଉନ୍ନତୀକରଣକୁ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି। ଏବେଠାରୁ କାମ ହେଲେ ୨୦୨୬ ଘୋଷଯାତ୍ରା ବେଳକୁ କାମ ସମ୍ପୂର୍ଣ୍ଣ ହେବ। ଚଳିତବର୍ଷର ନୀଳାଦ୍ରି ବିଜେ ସରିଲେ ରୋଷ ଘର କାମ ଆରମ୍ଭହେବ। ପରିକ୍ରମା ପ୍ରକଳ୍ପ କାମ ପାଖାପାଖି ସରିଛି, ଆଉ କିଛି ବାକି ରହିଛି। ସଠିକ୍ ଭାବରେ କାମ ସାରିବାକୁ ସମ୍ପୃକ୍ତ ସଂସ୍ଥା ମାନଙ୍କୁ କୁହାଯାଇଛି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories