www.samajalive.in
Monday, December 8, 2025
27.1 C
Bhubaneswar

ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ପ୍ରସ୍ତୁତ ହେବ ଥାନାର ରିପୋର୍ଟ କାର୍ଡ

ଭୁବନେଶ୍ୱର: ଏଣିକି ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ଥାନାର ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବ । ଏନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ଦ୍ବାରା ଏକ କାର୍ମଶାଳା ଆୟୋଜିତ ହୋଇଛି। ଯାହାର ନାମ ହେଲା ‘ମୋ ସରକାର’ । ଏହି ଯୋଜନାର ମାଧ୍ୟମରେ ପୁଲିସ କେମିତି କାମ କରୁଛି ଏବଂ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ କିଭଳି ସେବା ଯୋଗାଇ ଦେଉଛି ତାହା ଜଣାପଡିବ । ଏହା ସହ ଅଭିଯୋଗକରୀ ମଧ୍ୟ ନିଜର ମତାମତ ନମ୍ବର ମଧ୍ୟମରେ ଦେଇପାରିବେ । ଅଭିଯୋଗକାରୀଙ୍କ ନମ୍ବର ଅନୁସାରେ ଥାନାର ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବ । ପୁଲିସ ଡିଜି ବିକେ ଶର୍ମାଙ୍କ ଦ୍ବାରା ଉଦଘାଟିତ ଏହି କର୍ମଶାଳାରେ ରାଜ୍ୟର ସମସ୍ତ ଜିଲ୍ଲାର ବଛା ବଛା ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories