www.samajalive.in
Tuesday, December 9, 2025
16.1 C
Bhubaneswar

ଚତୁର୍ଥ ରାଷ୍ଟ୍ରପତି ଭାବେ ଭୋଟ ଦେଲେ ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ମତଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଭୋଟଦାନ ପାଇଁ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଲୋକସଭା ନିର୍ବାଚନରେ ଭୋଟ ଦେଇଥିବା ରାଷ୍ଟ୍ରପତିଙ୍କ ତାଲିକାରେ ରାମନାଥ କୋବିନ୍ଦ ୪ର୍ଥ ସ୍ଥାନରେ ରହିଛନ୍ତି।
୧୯୮୮ ମସିହାରେ ପ୍ରଥମ ଥର ପାଇଁ ତତ୍କାଳୀନ ରାଷ୍ଟ୍ରପତି କେ ଆର ନାରାୟଣ ରାଷ୍ଟ୍ରପତି ପଦରେ ରହି ଭୋଟଦାନ କରିଥିଲେ। କେ ଆର ନାରାୟଣଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବ୍ଦୁଲ କାଲାମ ଓ ପ୍ରତିଭା ଦେବି ସିଂହ ପାଟିଲ ମତଦାନ କରିଥିଲେ। ରାମନାଥ କୋବିନ୍ଦଙ୍କ ପୂର୍ବରୁ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଭୋଟ ଦେଇନଥିଲେ। ରାଷ୍ଟ୍ରପତି ଭୋଟଦାନ ନ କରିବା ରହିଥିବା ପରମ୍ପରାକୁ ବଜାଇ ରଖିବା ପାଇଁ ଭୋଟ ଦେଇ ନଥିବା ପ୍ରଣବ ମୁଖାର୍ଜୀ କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories