www.samajalive.in
Tuesday, December 9, 2025
15.1 C
Bhubaneswar

ସାହାରାନପୁରରୁ ୫ ସନ୍ଦିଗ୍ଧ ବାଂଲାଦେଶୀ ଯୁବକ ଗିରଫ

ସାହାରାନପୁର : ଉତ୍ତରପ୍ରଦେଶ ସାହାରାନପୁର ପୁଲିସ୍‍ ସୋମବାର ୫ ସନ୍ଦିଗ୍ଧ ବାଂଲାଦେଶୀ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚୁରା କରାଯାଉଛି। କୁହାଯାଉଛି ଯେ ୫ ସନ୍ଦିଗ୍ଧ ବାଂଲାଦେଶୀ ଯୁବକ ସାହାରାନପୁରର ଦେଓବନ୍ଦ ଅଞ୍ଚଳରେ ବେଆଇନ ଭାବେ ରହି ଟୋପି ବେପାର କରୁଥିଲେ। ଗିରଫ ଯୁବକଙ୍କ ନାମ ରଫିକଉଲ ଇସଲାମ, ଅହମଦ ଓରଫ ଅବଦୁଲ୍ଲା, ମୁନୀର ଉଜମାନ, ଇସ୍ଲାମ ଏବଂ ହେମ୍ମଦ ମିନହାଲ। ପୁଲିସ୍‍ ପକ୍ଷରୁ କୁହାଯାଇଛି ଯୁବକଙ୍କ ଗତିବିଧି ସନ୍ଦେହଜନକ ଥିଲା। ଏନେଇ ସୂଚନା ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଛି ଓ ପଚରାଉଚୁରା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories