ଟିଟିଲାଗଡ଼ : ଶନିବାର ଟିଟିଲାଗଡ଼ ରେଳ ଜଙ୍କସନରୁ ବିଳାଶପୁର ତିରୁପତି ଏକ୍ସପ୍ରେସ ଯୋଗେ ତେଲେଙ୍ଗାନା ଇଟାଭାଟିକୁ ଶ୍ରମିକ ଚାଲାଣ କରାଯାଉଥିଲା। ସୂଚନା ଅନୁଯାୟୀ, ରାତ୍ରି ସମୟରେ ଜିଆରପି ପୁଲିସ ଦ୍ୱାରା ଶ୍ରମିକ ଚାଲାଣ କରୁଥିବା ଦଲାଲଙ୍କ ସହଯୋଗୀକୁ ଅଟକ ରଖାଯାଇଛି। ପୁଲିସ ସେହି ସହଯୋଗୀକୁ ପଚରାଉଚରା ଆରମ୍ଭ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



