୭୪ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ଛୁଟୁଛି ଶୁଭେଚ୍ଛାର ସୁଅ
ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଜନ୍ମଦିନ। ୭୪ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ। ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଗୁଜରାଟର ଭେଡନଗରରେ ଜନ୍ମଗ୍ରହଣ କରିଥିଲେ ମୋଦୀ। ଲଗାତାର ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇ ନେହେରୁଙ୍କ ସମକ୍ଷକ ହୋଇପାରିଛନ୍ତି। ଜନ୍ମଦିନ ଅବସରରେ ଭୁବନେଶ୍ୱରର ଆସୁଥିବା ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି ମୋଦୀ। ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ପ୍ରଥମ କିସ୍ତି ବାଣ୍ଟିବେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁୁର୍ମୁ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।
प्रधानमंत्री श्री @narendramodi जी को जन्मदिवस की हार्दिक बधाई एवं शुभकामनाएं। आपने अपने व्यक्तित्व एवं कृतित्व के बल पर असाधारण नेतृत्व प्रदान किया है तथा देश की समृद्धि और प्रतिष्ठा में वृद्धि की है। मेरी कामना है कि आपके द्वारा राष्ट्र प्रथम की भावना से किए जा रहे अभिनव…
— President of India (@rashtrapatibhvn) September 17, 2024
Leaving for Bhubaneswar.
It is very special to be among the wonderful people of Odisha to launch SUBHADRA, an important scheme of the Odisha Government. This scheme will boost women empowerment and ensure financial independence for our Nari Shakti.
Several other works will…
— Narendra Modi (@narendramodi) September 17, 2024
देश के यशस्वी प्रधानमंत्री व कर्मयोगी आदरणीय नरेन्द्र मोदी जी के जन्मदिन पर मैं उन्हें हार्दिक शुभकामनाएं देना चाहता हूं । यह हमारे लिए अत्यंत हर्ष का विषय है कि वह अपने जन्मदिन पर ओडिशा का आगमन करेंगे। इस पवित्र दिन पर उनके करकमलों से ओडिशा की मातृशक्ति के लिए सुभद्रा योजना का…
— Mohan Charan Majhi (@MohanMOdisha) September 17, 2024
Comments are closed.