www.samajalive.in
Tuesday, December 9, 2025
16.1 C
Bhubaneswar

ପୁନର୍ବାର ବିଜୟ ପାଇଁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କୁ ପୁନର୍ବାର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ ଏକ ଟ୍ଵିଟରେ କହିଛନ୍ତି, ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କୁ ପୁନର୍ବାର ବିଜୟ ପାଇଁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଗତବର୍ଷ ଆମ ସାକ୍ଷାତକୁ ମନେ ପକାଉଛି ଏବଂ ଉଭୟେ ମିଳିମିଶି ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ଏକ ଉଚ୍ଚ ସ୍ତରକୁ ନେଇଯିବା ନେଇ ଆଶା କରୁଛି।

- Advertisement -

୪୦ ବର୍ଷୀୟ ଜେସିଣ୍ଡା ଆର୍ଡନ ୫୩ତମ ସଂସଦ ଗଠନ ପାଇଁ ନିର୍ବାଚନରେ ନ୍ୟାସନାଲ ପାର୍ଟିର ଜୁଡିଥ କଲିନ୍ସଙ୍କ ସହ ମୁହାଁମୁହିଁ ହୋଇଥିଲେ। ନିର୍ବାଚନରେ ପୁନର୍ବାର ଜିତିବା ପରେ ସେ ତାଙ୍କ ପ୍ରଚାରକମାନଙ୍କୁ କହିଛନ୍ତି ଯେ ଯେଉଁମାନେ ଆମ ପାଇଁ ବହୁତ କଷ୍ଟ ସ୍ୱୀକାର କରି ଆମ ବାର୍ତ୍ତା ଅନ୍ୟମାନଙ୍କ ପାଖରେ ପହନ୍ଚିଛନ୍ତି ସେମାନଙ୍କୁ ଧନ୍ୟବାଦ। ଆର୍ଡନ କହିଛନ୍ତି, ଆମକୁ ଭୋଟ୍ ଦେଇଥିବା ଅନେକ ଲୋକଙ୍କୁ ଧନ୍ୟବାଦ ଯେଉଁମାନେ ନ୍ୟୁଜିଲ୍ୟାଣ୍ଡର ପୁନରୁଦ୍ଧାରକୁ ଆଗେଇ ନେବାରେ ଆମକୁ ବିଶ୍ୱାସ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories