www.samajalive.in
Monday, December 8, 2025
13.1 C
Bhubaneswar

ଖରଣୀପଡା ସରପଞ୍ଚ ହେଲେ ଅପ୍ରତିଦ୍ୱନ୍ଦି 

ପାତ୍ରପୁର :  ପାତ୍ରପୁର ବ୍ଳକରେ ଦ୍ୱିତୀୟ ସରପଞ୍ଚ ଭବେ ଖରଣିପଡା ସରପଞ୍ଚ ଅପ୍ରତିଦ୍ୱନ୍ଦି ହୋଇଥିବା ଜଣା ଯାଇଛି। ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଜିତେନ୍ଦ୍ର କୁମାର ପଣ୍ଡା ଏକମାତ୍ର ପ୍ରାର୍ଥୀ ରହିବା ଯୋଗୁଁ ସେ ସରପଞ୍ଚ ହେବା ନିଶ୍ଚିତ ହୋଇଛି।ପାତ୍ରପୁର ବ୍ଳକ ଗୁଡିପଦର ସରପଞ୍ଚ ଶ୍ରୀଦେବୀ ଏକ ମାତ୍ର ପ୍ରାର୍ଥୀ ଭ।ବେ ନାମାଙ୍କନ କରି ପୂର୍ବରୁ ସରପଞ୍ଚ ହେବା ନିଶ୍ଚିତ ହୋଇଥିଲା। ତେବେ ଖରଣୀପଡା ପଞ୍ଚାୟତ ରେ ଚାରିଜଣ ନାମାଙ୍କନ ପତ୍ର ଦାଖଲ କରି ଥିଲେ। ଯାଞ୍ଚ ବେଳେ ଜଣେ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ନାକଚ ହୋଇ ଥିବା ବେଳେ ଆଜି ଅନ୍ୟ ଦୁଇଜଣ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ଥିଲେ।  ଫଳରେ ଜିତେନ୍ଦ୍ର ଏକ ମାତ୍ର ପ୍ରାର୍ଥୀ ରହିଥିବା ଯୋଗୁଁ ସରପଞ୍ଚ ହେବା ନିଶ୍ଚିତ ହୋଇଛି। ତେବ ସରକାରୀ ଭବେ ଘୋଷଣା ହେବାକୁ ବାକି ରହିଛି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories