ପାଟଣାଗଡ଼଼: ରାସ୍ତାରେ ଓଲଟି ପଡ଼ିଲା ଚାଉଳ ବେଝେଇ ଟ୍ରକ। ବେଲପଡ଼ା ଥାନା ଭରୁଆମୁଣ୍ଡା ଛକରେ ଚାଉଳ ବୋଝେଇ ଟ୍ରକଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଏବଂ ପୁଲିସ ସମ୍ପୃକ୍ତ ଡ୍ରାଇଭରଙ୍କୁ ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମେଡ଼ିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର ଡ୍ରାଇଭରଙ୍କୁ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ।
Popular Categories



