www.samajalive.in
Monday, December 8, 2025
27.1 C
Bhubaneswar

ସୋଲାର ସାମଗ୍ରୀ ଚୋରୀ ଅଭିଯୋଗରେ ୨ ଗିରଫ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ନିକଟରେ ଏକ ଜଳଖିଆ ଦୋକାନ କରିଥିବା ଜନୈକ ବ୍ୟକ୍ତିଙ୍କ ଦୋକାନ ପଛ ପଟୁ ଗତରାତି ସାଢ଼େ ଆଠଟାରୁ ନଅ ଟା ମଧ୍ୟରେ ସୋଲାର ପ୍ଲେଟ ଓ ଏହାର ବ୍ୟାଟେରୀ ଚୋରୀ ହୋଇଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ତୁରୁମୁଙ୍ଗା ଥାନାଧିକାରୀ ମଦନ ମୋହନ ନାୟକ ଘଟଣାର ତଦନ୍ତ କରି ସୋଲାର ସାମଗ୍ରୀ ଚୋରୀ ଅଭିଯୋଗରେ ଦୁଇ ଜଣ ସ୍ଥାନୀୟ ଯୁବକଙ୍କୁ ଆଜି ଗିରଫ କରିଛନ୍ତି। ଗିରଫ ଦ୍ବୟ ତୁରୁମୁଙ୍ଗା ଗ୍ରାମର ବିଶ୍ୱଜିତ୍ ସାହୁ(୨୪) ଓ ତ୍ରିବିନ୍ଧା ଗ୍ରାମର ଚନ୍ଦନ ପାତ୍ର(୨୪) ବୋଲି ଜଣାପଡିଛି। ସେମାନଙ୍କ ଠାରୁ ଚୋରୀ ସୋଲାର ସାମଗ୍ରୀ ଜବତ କରାଯାଇଛି।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories