ଭୁବନେଶ୍ୱର : ଝରକା ତାଡି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା । ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ ଥାନା ନୂଆଗଡ ଗାଁର ଅଜୟ ବେହେରାଙ୍କ ଘରୁ ଏହି ଲୁଟ୍ ହୋଇଛି । ମେଡିକାଲ କାମରେ ଭୁବନେଶ୍ୱର ଯାଇଥିବା ଦୁର୍ବୃତ୍ତ ଘରେ କଳାକନା ବୁଲାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ପାରାଦୀପ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ବୁଧ ଚଳନ ; ଅଗଷ୍ଟ ୩୦ରୁ ଏହି ୫ ରାଶି ହେବେ ମାଲାମାଲ୍, ମିଳିବ ଏସବୁ ସଫଳତା



