www.samajalive.in
Monday, December 8, 2025
13.1 C
Bhubaneswar

ବୁଧ ଚଳନ ; ଅଗଷ୍ଟ ୩୦ରୁ ଏହି ୫ ରାଶି ହେବେ ମାଲାମାଲ୍‌, ମିଳିବ ଏସବୁ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ବୁଦ୍ଧି, ବିଚାର ଓ ବ୍ୟବସାୟର କାରକ ବୋଲି ମାନ୍ୟତା ରହିଛି । ବୁଧଦେବ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ୩୦ ଅଗଷ୍ଟରେ ବୁଧ ସିଂହ ରାଶିରେ ଚଳନ କରିବେ । ଜାଣନ୍ତୁ ଏହି ଚଳନ କାରଣରୁ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍‌ ହେବେ..

ମେଷ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ଧନ ବୃଦ୍ଧି ହେବ । ହଠାତ୍‌ ବ୍ୟବସାୟରେ ବଡ ସଫଳତା ମିଳିବ ।

- Advertisement -

ମିଥୁନ- ଗୁଣ-ବିଚାର, ଭାଷା ଓ ବ୍ୟବହାରରେ ସ୍ପଷ୍ଟତା ରହିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ନୂଆ ନୂଆ ଯୋଜନା କରି ସଫଳତା ପାଇବେ । ବ୍ୟବସାୟରେ ଅଟକି ଥିବା କାମ ପୂରଣ ହେବ ।

କର୍କଟ- ଏହି ରାଶିଙ୍କୁ ଅଟକି ଥିବା ଧନ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ ।

ସିଂହ- ନେତୃତ୍ୱ କ୍ଷମତା ବୃଦ୍ଧି ହେବ । ବାଣୀ, ବୁଦ୍ଧି କାରଣରୁ ସଫଳତା ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ବଡ ସଫଳତା ସହ ଚିନ୍ତା ଦୂର ହେବ ।

ଧନୁ- ଏହି ରାଶିଙ୍କୁ ଶୁଭଫଳ ମିଳିବ । ଜବରଦସ୍ତ ଲାଭ ସହ ଧନ ପ୍ରାପ୍ତି ହେବ । ଯାତ୍ରା କାରଣରୁ ଧନ ଲାଭର ଯୋଗ ରହିଛି । ଚିନ୍ତା ଦୂର ହେବ ।

ମ୍ୟାକ୍ସୱେଲ ପ୍ରହାର: କଙ୍ଗାରୁ ଦଳର ରୋମାଞ୍ଚକର ବିଜୟ

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories