ମ୍ୟାକ୍ସୱେଲ ପ୍ରହାର: କଙ୍ଗାରୁ ଦଳର ରୋମାଞ୍ଚକର ବିଜୟ

କେର୍ନସ (ଅଷ୍ଟ୍ରେଲିଆ): ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଇନିଂସ ବଳରେ ଶନିବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି ଘରୋଇ ଅଷ୍ଟ୍ରେଲିଆ। ଗୋଟିଏ ବଲ୍‌ ବାକିଥାଇ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟ୍‌ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ୨-୧ରେ ଜିତିନେଇଛି। ଡିୱାଲ୍‌ଡ ବ୍ରେଭିସ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୭ ୱିକେଟ୍‌ରେ ୧୭୨ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଅର୍ଦ୍ଧଶତକ ମାରିଥିଲେ … Continue reading ମ୍ୟାକ୍ସୱେଲ ପ୍ରହାର: କଙ୍ଗାରୁ ଦଳର ରୋମାଞ୍ଚକର ବିଜୟ