www.samajalive.in
Monday, December 8, 2025
14.1 C
Bhubaneswar

ପଦ୍ମପୁରରେ ଧୁମଧାମରେ କାଳୀପୂଜା ପାଳିତ

ପଦ୍ମପୁର : ରାୟଗଡା ଜିଲା ପଦ୍ମପୁର କାଳୀପୂଜା ମଣ୍ଡପ ଠାରେ ୭ ଦିନ ବ୍ୟାପି ଦକ୍ଷିଣ କାଳୀ ପୂଜା ଅନୁଷ୍ଠିତ ହେଉଅଛି। ଏହି କାର୍ଯ୍ୟକ୍ରମରେ ପୁରୋହିତ ଭାବେ ଜଗମଣ୍ଡା ଗ୍ରାମର ବ୍ରଜ କିଶୋର ତ୍ରିପାଠୀ, ରବି ରଥ, ପଞ୍ଚାନନ ରଥ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି।ଏଥିରେ କର୍ତ୍ତା ଭାବେ  ପଞ୍ଚାନନ ଚୌଧୁରୀ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ କାଳୀପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି। ଏଥିରେ ଶତାଧିକ ଭକ୍ତ ଓ ମହିଳା ସଂଧ୍ୟା ସମୟରେ ଦୀପଦାନ କରି ମା କାଳୀଙ୍କ ଦର୍ଶନ କରିବା ସହ ମିନାବଜାରର ମଜା ନେଉଛନ୍ତି। ଜଗମଣ୍ଡା ଗ୍ରାମରୁ ଏମଏଏଲ କ୍ଵାଟର ଛକ  ପ୍ରଯନ୍ତ ଆଲୋକ ମାଳାରେ ସଂଜୀତ ହୋଇଅଛି। ପ୍ରତିଦିନ  ରାତିରେ ହୋମ, ଯଜ୍ଞ ,କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ପ୍ରତେକ ଦିନ ସନ୍ଧ୍ୟାରେ ମୋନରଞ୍ଜନ ଭିତ୍ତିକ ସଂସୃତିକ କାର୍ଯ୍ୟକ୍ରମ ସହ ଆସନ୍ତା ୬ ତାରିଖ ଦିନ ମା କାଳୀପୂଜାଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କାଳୀପୂଜା କମିଟି ସଭାପତି ଗୋଦାବରୀ ରାଉତ  ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories