www.samajalive.in
Sunday, December 7, 2025
26.1 C
Bhubaneswar

ନ୍ୟୁୟର୍କରେ ଆରମ୍ଭ ହେଲା ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ

ଡେସ୍କ: ଚଳିତ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ନ୍ୟୁୟର୍କରେ ଆରମ୍ଭ ହୋଇଛି। ପୂର୍ବ ବର୍ଷର ବିଜେତା ତଥା ଶୀର୍ଷ ବରିଷ୍ଠତା ପ୍ରାପ୍ତ ଖେଳାଳି ପୋଲାଣ୍ଡର ଇଗା ସ୍ଵିୟାଟେକ, ଚେକ ଗଣରାଜ୍ୟର ଦଶମ ସ୍ଥାନରେ ଥିବା କାରୋଲିନା ମୁଚୋବା, ସ୍ୱିଜରଲାଣ୍ଡର ୧୫ ତମ ବେଲିଣ୍ଡା ବେନକିକ୍, ବେଲାରୁଷର ୧୮ ତମ ଭିକ୍ଟୋରିଆ ଅଜାରେଙ୍କା ଏବଂ ଅଷ୍ଟ୍ରେଲିଆର ଡାରିଆ ସେଭିଲ୍ ମହିଳା ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ତେବେ ଗ୍ରୀସର ଅଷ୍ଟମ ଯୋଗ୍ୟତାପ୍ରାପ୍ତ ଖେଳାଳି ମାରିଆ ସାକ୍କାରି ପ୍ରଥମ ରାଉଣ୍ଡରେ ସ୍ପେନର ରେବେକା ମାସାରୋଭାଙ୍କ ଠାରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories