www.samajalive.in
Monday, December 8, 2025
27.1 C
Bhubaneswar

ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ,ଜଣେ ମୃତ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଚକାପଦା ଗ୍ରାମରେ ପ୍ରେମ ବ୍ୟାପରକୁ କେନ୍ଦ୍ରକରି ରାତିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ସମ୍ପୃକ୍ତ ଗ୍ରାମର ସ୍ୱାଧୀନ ,ନିଲମଣୀ  ଦୁଇ ପରିବାରଙ୍କ ମଧ୍ୟରେ ଏକ ମାସ ହେବ ଗଣ୍ଡଗୋଳ ଲାଗି ରହିଥିଲା । ରାତିରେ ଏହି ଗଣ୍ଡଗୋଳ ତୀବ୍ର ଆକାର ଧାରଣ କରିଥିଲା । ଫଳରେ ସ୍ୱାଧୀନ ଉତ୍ୟକ୍ତ ହୋଇ ନିଲମଣୀଙ୍କ ଉପରେ ଆକ୍ରମଣ କରିବା ପରେ ସେ ଆହତ ହୋଇ ଏକ ଅଟୋରେ ଖୋର୍ଦ୍ଧା ଡାକ୍ତରଖାନାକୁ ଚିକିସ୍ଥା ନିମନ୍ତେ ଯାଇଥିଲେ ।କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବର ପାଇ ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦଶତପଥୀଙ୍କ ନିର୍ଦେଶ କ୍ରମେ ଏସ ଆଇ ଶ୍ରୀକାନ୍ତ ପଣ୍ଡା ଘଟଣାସ୍ଥଳରେ ପଂହଁଚି ତଦନ୍ତ କରୁଥିବାବେଳେ ତାଙ୍କର ଶବ ରାତି ୧୧ଟା ସୁଦ୍ଧା ତାଙ୍କ ଗ୍ରାମରେ ପଂହଁଚି ନଥିବାର ସେ କହିଛନ୍ତ ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories